9 ଏ ବାସ୍ନା ଚିକନ୍ ବିକ୍ଲେ ସରି, ବେସି ଡାବୁ ମିଲ୍ତା ଆରି ସେଟା ଗରିବ୍ ଲକ୍ମନ୍କେ ଦାନ୍ ଦେବାର୍ ଅଇତା ।”
ଏଟା ବର୍ସେକର୍ କାମାଇଲାତେଇଅନି ଅଦିକ୍ ଡାବୁକେ ବିକି ଗରିବ୍ ଲକ୍ମନ୍କେ ଦେବାର୍ ଅଇତା ।” ବଲିକରି ସେମନ୍ ସେ ମାଇଜିକେ ବେସି କଇପାକାଇଲାଇ ।
ସଲକ୍ ବାଟ୍ ଚାଡିକରି ବାଟ୍ବାନା ଅଇଲାଇ ଆଚତ୍ । ବେଅର୍ ପଅ ବାଲାମ୍, ଜେ କି ଗଟେକ୍ ବବିସତ୍ବକ୍ତା ରଇଲା, ସେ ଜନ୍ ରକାମ୍ କାମ୍ମନ୍ କରିରଇଲା, ଏମନ୍ ମିସା ସେନ୍ତାରି କଲାଇଆଚତ୍ । ଡାବୁ ଆସାଅଇ ବାଲାମ୍ ଏନ୍ତି ରଇଲାଜେ ସେଟା ମିଲାଇବାକେ ବୁଲ୍ କାମ୍ କର୍ବାକେ ମିସା ତିଆର୍ ଅଇରଇଲା ।
ଏଟା ଦେକିକରି ତାର୍ ସିସ୍ମନ୍ ରିସା ଅଇଗାଲାଇ । ସେମନ୍ ତାକେ ପାଚାର୍ଲାଇ, “ଏତେକ୍ପାରା ଚିକନ୍ କାଇକେ ଚୁଚାଇ ଚୁଚାଇ ଡାଲିପାକାଇଲୁସ୍ ?
ସେମନ୍ କାଇଟା ବଲି କଇଲାଇନି, ଏଟା ଜାନିକରି ଜିସୁ କଇଲା, “ତାକେ କାଇକେ ତମେ ଅଇରାନ୍ କଲାସ୍ନି ? ସେ ମର୍ ପାଇ ଗଟେକ୍ ନିକ ଆରି ସୁନ୍ଦର୍ କାମ୍ କଲାଆଚେ ।”