10 ଜିସୁ ଜିରୁସାଲାମ୍ କେଟ୍ଲାଦାପ୍ରେ ସେ ଗଡର୍ ଲକ୍ମନ୍ ଜିସୁ କେ ? ବଲି କରି ଗୁଲାଇ ବାଟେ ଉଡ୍ରା ଅଇଗାଲା ।
ସେ କଇଲା, “ତମେ କେ ମାପ୍ରୁ ?” “ତୁଇ ଜାକେ ସାଦ୍ଲୁସ୍ନି, ସେ ଜିସୁ ମୁଇ ।
ମାତର୍ ଏରଦ୍ କଇଲା, “ମୁଇ ତା ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ କାଟାଇଆଚି, ମାତର୍ ଜାର୍ ବିସଇ ଆମେ ଏନ୍ତାର୍ କାତା ସୁନ୍ଲୁନି, ଏ କେ ?” ଆରି ସେ ତାକେ ଦେକ୍ବିବଲି ଚେସ୍ଟା କର୍ତେରଇଲା ।
ତେଇ ଜିସୁର୍ସଙ୍ଗ୍ କାଇବାକେ ବସିରଇବା ଲକ୍ମନ୍ ମନେ ମନେ କଇବାର୍ ଦାର୍ଲାଇ, “ପାପ୍ ମିସା କେମାକଲାନିଜେ, ଏ କେ ?”
ସାସ୍ତର୍ ସିକାଇବା ଲକ୍ମନ୍ ଆରି ପାରୁସି ଲକ୍ମନ୍ ମନେ ମନେ କୁଆବଲା ଅଇ, ଏନ୍ତି କଇବାର୍ ଦାର୍ଲାଇ, “ଏ କେ ଜେ ପର୍ମେସରର୍ ନିନ୍ଦାକଲାନି ? ପର୍ମେସର୍କେ ଚାଡି ଆରି କେ ପାପ୍ କେମା କରିପାର୍ସି ?”
ତେଇ ଜିଉଦି ନେତାମନ୍ ଜିସୁର୍ ଲଗେ ବାଉଡି ଆସି ଏନ୍ତାରି କଇଲାଇ । “ତୁଇ ଏନ୍ତାରି ସବୁ କାମ୍ କର୍ବାକେ ଅଦିକାର୍ ପାଇଆଚୁସ୍ ବଲି ଆମେ କେନ୍ତି ଜାନ୍ବୁ ଆରି କାଇ ଚିନର୍ଲାଗି ଆମ୍କେ ସେଟା ଦେକାଇଲୁସ୍ନି ?”
“ତୁଇ କାର୍ ଅଦିକାର୍ ମିଲାଇକରି ଏସବୁ ବିସଇ କଲୁସ୍ନି ? କେ ତକେ ଏ ଅଦିକାର୍ ଦେଲା ? ଆମ୍କେ କ ।”
ପଣ୍ଡିତ୍ମନର୍ କାତା ସୁନି ଏରଦ୍ ରାଜା ଆରି ତାର୍ ସଙ୍ଗ୍ ରଇବା ଜିରୁସାଲାମର୍ ଲକ୍ମନ୍ ସବୁ କିଲ୍ବିଲ୍ ଅଇଗାଲାଇ ।
ଜିସୁର୍ ଆଗ୍ତୁବାଟେ ଆରି ପଚ୍ବାଟେ ଜାଇତେ ରଇଲା ଲକ୍ମନ୍ ଆକ୍ମାରି କରି କଇଲାଇ, “ଦାଉଦର୍ ପଅକେ ଡାକ୍ପୁଟା କରା, ଜେ ମାପ୍ରୁର୍ ନାଉଁ ଦାରି ଆଇଲାନି ତାକେ ପର୍ମେସର୍ ଆସିର୍ବାଦ୍ କର । ପର୍ମେସରର୍ ଡାକ୍ପୁଟା କରା ।”
ଲକ୍ମନ୍ ପାଚାର୍ଲାଇ, “ସେ କେ ?” ବିନ୍ ଲକ୍ମନ୍ କଇଲାଇ, “ସେ ଅଇଲାନି ଗାଲିଲି ରାଇଜେ ରଇବା ନାଜରିତ୍ ଗଡର୍ ବବିସତ୍ବକ୍ତା ଜିସୁ ।”