7 ଏଟା ସୁନି କରି ଏରଦ୍ ରାଜା ସେ ପଣ୍ଡିତ୍ମନ୍କେ ଲୁଚ୍ତେ ଡାକାଇ, ତାରା କନ୍ ବେଲାଇ ଉଦିରଇଲା, ସେମନର୍ତେଇ ଅନି ଟିକ୍ ସଙ୍ଗ୍ ବୁଜିନେଲା ।
ତାର୍ପଚେ ସେ ଅସୁର୍ସାଁପ୍ ତାର୍ ଟଣ୍ଡେଅନି ବନିଆ ଅଇଜିବା ଏତ୍କି ପାନି ବାର୍କରାଇଲା । ଜେନ୍ତାରି କି ସେ ପାନି ସେ ମାଇଜିକେ ବଁଙ୍ଗ୍ଲାଇ ନେଇସି ।
ଏରଦ୍ ରାଜାର୍ ସାସନ୍ ବେଲେ, ଜିଉଦା ରାଇଜର୍ ବେତ୍ଲିଇମେ ଜିସୁ ଜନମ୍ ଅଇଲା । ଜନମ୍ ଅଇ ଚନେକ୍ ଜିବାକେ ପୁରୁବ୍ ଦେସର୍ କେତେଟା ତାରାର୍ ବିସଇ ପଡ୍ତେ ରଇବା ପଣ୍ଡିତ୍ମନ୍ ଜିରୁସାଲାମେ ଆସି ପାଚାର୍ଲାଇ,
ତାର୍ପଚେ ସେମନ୍କେ କଇ ପାଟାଇଲା, “ତମେ ଜାଆ ଆରି ବେତ୍ଲିଇମେ ସେ ପିଲାକେ ନିମାନ୍ କରି କଜିଦେକା, ଆରି ପିଲା ମିଲ୍ଲେସରି ମକେ ଜାନାଆ ମୁଇ ମିସା ଜାଇ ତାକେ ଦର୍ସନ୍ କର୍ବି ।”
ପୁରୁବ୍ ଦେସେଅନି ଆସିରଇଲା ପଣ୍ଡିତ୍ମନ୍ ତାକେ ନାଡାଇ କରି ଉଟିଗାଲାଇ ଆଚତ୍ ବଲି ଜାନି, ଏରଦ୍ ବେସି ରିସା ଅଇଗାଲା । ବେତ୍ଲିଇମ୍ ଆରି ସେ ଲଗେ ପାକେ ରଇବା ଦୁଇ ବରସ୍ ଅନି ତଲେ ରଇଲା ସବୁ ପିଲାମନ୍କେ ମରାଇବାକେ ଆଦେସ୍ ଦେଲା । ପଣ୍ଡିତ୍ମନର୍ ଟାନେଅନି ତାରା ଡିସ୍ତେ ରଇବା ବେଲା ସେ ଜାନିରଇଲା । ସେ ଇସାବେ ପିଲାମନର୍ ବରସ୍ ଟିକ୍ କରିରଇଲା ।
ପେଲିକ୍ସ୍ ସେ ବାଟ୍ ବିସଇର୍ ଟିକିନିକି ଜାନି ରଇଲାର୍ ପାଇ ସୁନାଇବାଟା ବନ୍ଦ୍ କରି କଇଲା, “ ସନିଅମନର୍ ମୁକିଅ ଲିସିଅସ୍ କେଟ୍ଲା ପଚେ, ମୁଇ ତମର୍ ବିଚାର୍ନା ସୁନାଇବି ।”