9 ଏବେ ଜାକ ତମେ ବୁଜାସ୍ ନାଇ କି ? ପାଁଚ୍ ଅଜାର୍ ଲକ୍ମନର୍ ବିତ୍ରେ ମୁଇ ପାଁଚ୍ଟା ରୁଟି ବାଟାକରି ରଇବା କାତା ତମେ କାଇ ପାସ୍ରି ଗାଲାସ୍ କି ? ସେଡ୍କିବେଲେ ତମେ କେତେଟା ଡାଲାଇ ବର୍ତି କରି ରଇଲାସ୍ ?
ମୁଇ ଜେତ୍କି ଲକ୍କେ ଆଲାଦ୍ କଲିନି, ସେ ଲକ୍ମନ୍କେ ଦମ୍କାଇ କରି ଡଣ୍ଡ୍ ଦେଲିନି । ତେବର୍ପାଇ ତମର୍ ପାପେଅନି ବାଉଡା । ଜେନ୍ତାରି କି ସତ୍ ବାବେ ମର୍ବାଟେ ଆଇସା ।
ଜିସୁ ସେମନ୍କେ କଇଲା, “ତମେ ମିସା କାଇ ବୁଜାସ୍ ନାଇ ? ଜନ୍ ଜିନିସ୍ ମିସା ବାଇରେ ଅନି ମୁନୁସ୍ମନର୍ ବିତ୍ରେ ପୁର୍ସି, ସେଟା ତାକେ ଆସାର୍ ନ କରେ ।
ମୁଇ ତମର୍ ସଙ୍ଗ୍ ରଇଲାବେଲେ ତର୍କେ ତର୍ ଏ ସବୁ ବିସଇ ଏତାଇ ଦେଇତେ ରଇଲି । ସେଟା କାଇ ତମର୍ ମନେ ନାଇ କି ?