8 ଆରି, କେ କେ ଏଲିୟ ଦର୍ସନ୍ ଦେଲାଆଚେ ବଲି କଇଲାଇ । ବିନ୍ ଲକ୍ମନ୍ ପୁର୍ବକାଲର୍ ବବିସତ୍ବକ୍ତାମନର୍ ବିତ୍ରେଅନି ଗଟେକ୍ଲକ୍ ଉଟି ଆସିଆଚେ ବଲି କଇତେ ରଇଲାଇ ।
ତେଇ ସେମନ୍ ପାଚାର୍ଲାଇ, “ସେନ୍ତି ବଇଲେ ତମେ କେ ତେବେ ? ବବିସତ୍ବକ୍ତା ଏଲିୟ କି ?” ଜଅନ୍ କଇଲା, “ନଇ, ମୁଇ ଏଲିଅ ନଇ ।” ଆରି ସେମନ୍ ପାଚାର୍ଲାଇ, “ତୁଇ ସେ ବବିସତ୍ବକ୍ତା କି ?” ଜଅନ୍ କଇଲା, “ମୁଇ ସେ ନଇ ।”
ସେମନ୍ କଇଲାଇ, “କେ କେ ଡୁବନ୍ ଦେଉ ଜଅନ୍, ଆରି କେ କେ ଏଲିୟ, ଆରି କେ କେ ପୁର୍ବର୍ ବବିସତ୍ବକ୍ତାମନର୍ ବିତ୍ରେଅନି ଗଟେକ୍ଲକ୍ ମଲାତେଇଅନି ଜିବନ୍ ଅଇଲାଆଚେ ବଲି କଇଲାଇନି ।”
ସେମନ୍ ତାକେ କଇଲାଇ, “କେତେ ଲକ୍ମନ୍ ତମ୍କେ ଡୁବନ୍ ଦେଉ ଜଅନ୍ ବଲିକରି କଇଲାଇନି, ଆରି ଅଦେକ୍ ଲକ୍ମନ୍ ତମ୍କେ ଆଗର୍ ଏଲିୟ ବଲି କଇଲାଇନି ଆରି କେତେଲକ୍ ତମ୍କେ ପର୍ମେସରର୍ଟାନେଅନି ଆଦେସ୍ ପାଇ ଆସି, କାତାଅଇବା ବବିସତ୍ବକ୍ତା ମନର୍ଟାନେଅନି ଗଟେକ୍ଲକ୍ ବଲି କଇଲାଇନି ।”
ମାତର୍ ବିନ୍ ବିନ୍ ଲକ୍ମନ୍ କଇତେ ରଇଲାଇ, ଏ ଏଲିୟ, ଆରି କେ କେ କଇତେ ରଇଲାଇ, ଆଗର୍ ବାବବାଦି ମନର୍ପାରା ଗଟେକ୍ ଲକ୍ ।
ସିସ୍ମନ୍ ତାକେ ପାଚାର୍ଲାଇ “ଆମର୍ ଦରମ୍ ଗୁରୁମନ୍ ଏଲିୟ ପର୍ତୁମ୍ ଆଇସି ବଲି କାଇକେ କଇଲାଇ ଆଚତ୍ ?”
ସେମନ୍ କଇଲାଇ, “କେତେ ଲକ୍ କଇଲାଇନି, ସେ ଡୁବନ୍ ଦେଉ ଜଅନ୍ । ଆରି କେତେ ଲକ୍ ‘ସେ ଏଲିୟ’, ବିନ୍ ଲକ୍ମନ୍ କଇଲାଇନି, ‘ସେ ଜିରିମିୟ ନଇଲେ ବବିସତ୍ବକ୍ତାମନର୍ତେଇଅନି ଗଟେକ୍ ଲକ୍’ ।”