6 କେତେଟା ପାକ୍ନା ବାଡି ରଇଲା ବୁଏଁ ଅଦର୍ଲା, ସେଟା ଆଁକ୍ରି ଗାଜା ଅଇଲା, ମାତର୍ ମାଟି ନ ବିଜିରଇଲାଜେ ସୁକିଗାଲା ।
ପାକ୍ନାବାଡି ବୁଏଁ ଅଦର୍ଲା ବିଅନ୍ ଏନ୍ତାରି ଲକ୍ମନ୍କେ ବୁଜାଇସି । ସେମନ୍ ବାକିଅ ସୁନି ସାର୍ଦାସଙ୍ଗ୍ ମାନ୍ବାଇ, ମାତର୍ ସେମନ୍କେ ଚେର୍ ନ ରଇଲାର୍ପାଇ ବଲି ଚନେକ୍ ବିସ୍ବାସ୍ କର୍ବାଇ ଆରି କାଇଆଲେ ପରିକା ବେଲାଇ ବିସ୍ବାସ୍ ଚାଡିଦେବାଇ ।
ଦରମ୍ସାସ୍ତରେ ଏନ୍ତାରି ଲେକା ଅଇଲାଆଚେ “ଜଦି ତମେ ଆଜି ପର୍ମେସରର୍ ବାକିଅ ସୁନ୍ସା, ତମର୍ ଆନିଦାଦିମନ୍ ଜେନ୍ତି ତାକର୍ ମନ୍ ଆଁଟ୍କରି ତାକେ ବିରଦ୍ କଲାଇ, ସେନ୍ତାରି ତମର୍ ମନ୍ ଆଁଟ୍ କରାନାଇ ।”
“ଗଟେକ୍ ଚାସି ତାର୍ ବିଅନ୍ ବୁନ୍ବାକେ ବାରଇଲା । ସେ ବୁନୁ ବୁନୁ କେତେଟା ବିଅନ୍ ବାଟେ ଅଦର୍ଲା । ଲକ୍ମନ୍ ସେଟା ମାଣ୍ଡ୍ଚୁଣ୍ଡ କରିଦେଲାଇ ଆରି ଚଡଇମନ୍ ଆସି କାଇଦେଲାଇ ।
କେତେଟା କାଟାବୁଟାମନର୍ ମଜାଇ ଅଦର୍ଲା । କାଟାବୁଟାମନ୍ ଦାପ୍ରେ ବଡିକରି ଆଁକର୍ଲାଟାମନ୍କେ ଚାପିଦେଲା ।