33 ଜଦି ଜନ୍ ଲକ୍ମନ୍ ତମର୍ ମଙ୍ଗଲ୍ କଲାଇନି, ସେମନ୍କେସେ ମଙ୍ଗଲ୍ କର୍ସା ବଇଲେ, କାଇ ଆସିର୍ବାଦ୍ ପାଇସା ? କାଇକେବଇଲେ ପାପିମନ୍ ମିସା ସେନ୍ତାରି କର୍ବାଇ ।
“ଆରି ଜନ୍ ଲକ୍ମନ୍ ତମ୍କେ ଆଲାଦ୍ କଲାଇନି, ଜଦି ସେମନ୍କେସେ ତମେ ଆଲାଦ୍ କର୍ସା ବଇଲେ କାଇ ଆସିର୍ବାଦ୍ ପାଇସା ? କାଇକେବଇଲେ ପାପିମନ୍ ମିସା ସେନ୍ତାରି କର୍ବାଇ ।
ଆରି ଜନ୍ ଲକ୍ମନର୍ଟାନେଅନି ତମର୍ ମିଲାଇବାର୍ ଆସା ରଇସି, ଜଦି ସେମନ୍କେସେ ଉଦାର୍ ଦେଇସା ବଇଲେ, ତମେ କାଇ ଆସିର୍ବାଦ୍ ପାଇସା ? ପାପିମନ୍ ମିସା ସମାନ୍ ଇସାବେ ବାନ୍ଦ୍ଲାଟା ମିଲବଲି, ରୁନ୍ ଦେବାଇ ।
ଦରମ୍ ମନେ ଲକ୍ମନ୍କେ ସାଇଜ କର୍ବାକେ ସେମନ୍କେ କଇଦେସ୍ । ଅର୍କିତ୍ ଲକ୍ମନ୍କେ କାଇଟା ନ ବାବି ଦେବାକେ, ତାକର୍ ଟାନେ ରଇଲାଟା ସାର୍ଦା ସଙ୍ଗ୍ ବାଟାକର୍ବାକେ କଇଦେସ୍ ।