11 ମାତର୍ ପାରୁସିମନ୍ ଆରି ସାସ୍ତର୍ ସିକାଉମନ୍ ବେସି ରିସା ଅଇଗାଲାଇ ଆରି ଜିସୁର୍ ବିରୁଦେ “କାଇଟା କରୁ ?” ବଲି ତାକର୍ ତାକର୍ ବିତ୍ରେ ନିଆଇ କଲାଇ ।
ବଡ୍ସବାର୍ ଲକ୍ମନ୍ ଏ କାତା ସୁନି ଏତେକ୍ ରିସାଅଇଗାଲାଇ ଜେ, ପେରିତ୍ମନ୍କେ ମରାଇବାକେ ମନ୍ କଲାଇ ।
କେତେ କେତେ ତର୍ ପାର୍ତନା ଗର୍ମନ୍କେ ସେମନ୍ ବିସ୍ବାସ୍ ଚାଡତ୍ ବଲି ମାର୍ବାକେ ତିଆର୍ଲି, ସେମନର୍ ଉପ୍ରେ ଏତେ ରିସା ଅଇଜାଇରଇଲି ଜେ, ସେମନ୍କେ କସ୍ଟ ଦେବାକେ ବିଦେସେ, ରଇବା ଗଡ୍ମନ୍କେ ମିସା ଜାଇରଇଲି ।”
ବଡ୍ ସବାର୍ ଲକ୍ମନ୍ ତିପାନ୍ କାତା ଅଇବାଟା ସୁନିକରି ବେସି ରିସା ଅଇଗାଲାଇ ଆରି ରିସାର୍ ମାଡେ ଦାତ୍ କାତ୍ରି ଅଇଲାଇ ।
ମାତର୍ ପିତର୍ ଆରି ଜଅନ୍ କଇଲାଇ, “ତମର୍ ବାଦିଅ ଅଇବୁ, କି ପରମେସରର୍ ବାଦିଅ ଅଇବୁ, କନ୍ ବିସଇ ପରମେସରର୍ ମୁଆଟେ ଟିକ୍ ସେଟା ତମେ ବିଚାର୍ କରା ।
ସେଟାର୍ ପାଇ ସେମନ୍ ସିସ୍ମନ୍କେ ସେ ସବାଇଅନି ବାର୍କରାଇଦେଇକରି ତାକର୍ ତାକର୍ ବିତ୍ରେ କାତାବାର୍ତା ଅଇବାର୍ ଦାର୍ଲାଇ ।
ପଚେ ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ଗଟେକ୍ ବଡ୍ ପଁଚାଦି ଡାକାଇ କଇଲାଇ, “ଆମେ କାଇଟା କରୁ ? ଦେକା ଏ ଲକ୍ ତା କେତେକ୍ କେତେକ୍ କାବାଅଇଜିବା କାମ୍ମନ୍ କଲାନି ।
ତାର୍ ପଚେ ଜିସୁ ଗାଲିଲି ବାଟେ ବୁଲ୍ବାର୍ ଗାଲା । ସେ ଜିଉଦା ଦେସେ ଜିବାକେ ମନ୍ କରେନାଇ । କାଇକେ ବଇଲେ ଜିଉଦି ନେତାମନ୍ ତାକେ ମରାଇବାକେ ଚେସ୍ଟା କର୍ତେ ରଇଲାଟା, ସେ ଜାନି ରଇଲା ।
ଜିଉଦିମନର୍ ପାର୍ତନା ଗରେ ଏ କାତା ସୁନି ଲକ୍ମନ୍ ବେସି ରିସାଅଇଗାଲାଇ ।
ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ଏ କାତା ସୁନି, ଜିସୁ ସେମନ୍କେ ଦେକାଇ କରି କଇଲାନି ବଲି ବୁଜିପାର୍ଲାଇ ।
ସେମନ୍ ନିଜର୍ ନିଜର୍ ବିତ୍ରେ କୁଆ ବଲା ଅଇଲାଇ, “ଆମେ ରୁଟି ଆନି ନ ରଇଲାର୍ ପାଇ ସେ ଏନ୍ତାରି କଇଲାନି ।”
ଆରି ସେ ଚାରିବେଡ୍ତି ସବୁକେ ଦେକି ସେ ଲକ୍କେ କଇଲା, “ତମର୍ ଆତ୍ ଲାମାଆ ।” ତେଇ ସେ ସେନ୍ତାର୍ କଲା, ଆରି ତାର୍ ଆତ୍ ପୁରାପୁରୁନ୍ ନିକ ଅଇଗାଲା ।
ସେବେଲେ ଦିନେକ୍ ଜିସୁ ପାର୍ତନା କର୍ବାକେ ବାରଇ, ପର୍ବତେ ଗାଲା ଆରି ଗୁଲାଇରାତି ପର୍ମେସର୍କେ ପାର୍ତନା କରି କରି ରଇଲା ।
ମାତର୍ ସେମନ୍ ନିଜେ ପାଁଚିରଇବାଟା ସବୁବେଲର୍ପାଇ ନ ରଏ । କାଇକେବଇଲେ ଜାନାସ୍ ଆରି ଜିମିରସ୍ ବକୁଆଟାମନ୍ ବଲି ଆଗ୍ତୁର୍ ଲକ୍ ଜାନ୍ଲାଇ, ସେନ୍ତାରିସେ ଏବର୍ ଲକ୍ମନ୍ ମିସା ସେମନ୍ ବକୁଆ ବଲି ଜାନ୍ବାଇ ।