30 ତେଇ ପାରୁସିମନ୍ ଆରି ତାକର୍ ଦଲର୍ ସାସ୍ତର୍ ସିକାଉମନ୍ ଜିସୁର୍ ମୁଆଟେ ତାର୍ ସିସ୍ମନ୍କେ ଦସ୍ ଦେକାଇ କଇଲାଇ, “ତମେ କାଇକେ ସିସ୍ତୁମାଙ୍ଗୁମନର୍ ସଙ୍ଗ୍ ଆରି ପାପିମନର୍ ସଙ୍ଗ୍ ମିସି କିଆ ପିଆ କଲାସ୍ନି ?”
ସେମନର୍ କିରଜାଟି ଅଇବାଟା ଅଦିକ୍ ଅଦିକ୍ ଅଇଆଇଲା । ପାରୁସି ଦଲର୍ କେତେଟା ଦରମ୍ ଗୁରୁ ଉଟିକରି ଡାଟ୍ ସଙ୍ଗ୍ କଇଲାଇ, “ଆମେ ଏ ଲକର୍ ଟାନେଅନି କାଇ ଦସ୍ ମିସା ମିଲାଉ ନାଇ । କେଜାନେ ଆକେ ଗଟେକ୍ ସରଗର୍ ଦୁତ୍ କି ଆତ୍ମା କାତା କଇରଇସି ।”
ସେଟା ଦେକି ତେଇ ରଇଲା ଲକ୍ମନ୍ ଜିସୁ ଗଟେକ୍ ପାପି ଲକର୍ ଗରେ କାଇବାକେ ଗାଲାନି ବଲି ଗୁର୍ମୁରି ଜାଇତେରଇଲାଇ ।
ସାସ୍ତର୍ ସିକାଇବା ଲକ୍ମନ୍ ଆରି ପାରୁସି ଲକ୍ମନ୍ ମନେ ମନେ କୁଆବଲା ଅଇ, ଏନ୍ତି କଇବାର୍ ଦାର୍ଲାଇ, “ଏ କେ ଜେ ପର୍ମେସରର୍ ନିନ୍ଦାକଲାନି ? ପର୍ମେସର୍କେ ଚାଡି ଆରି କେ ପାପ୍ କେମା କରିପାର୍ସି ?”
ଦିନେକ୍ ଜିସୁ ସିକିଆ ଦେଇତେରଇଲା । ତେଇ ଗାଲିଲିର୍ ସବୁ ଗାଏଁଅନି, ଜିଉଦା ଆରି ଜିରୁସାଲମେଅନି ଆସିରଇବା ପାରୁସିମନ୍ ଆରି ନିଅମ୍ ସିକାଉମନ୍ ତେଇ ବସିରଇଲାଇ । ଆରି ରଗିମନ୍କେ ନିକ କର୍ବାକେ ମାପ୍ରୁର୍ ବପୁ, ଜିସୁକେ ରଇଲା ।
ପାରୁସିମନ୍ ଆରି ସବୁ ଜିଉଦିଲକର୍ ପାର୍ଚିନ୍ମନର୍ ନିୟମ୍ ମାନି ରିିତିନିତି ଇସାବେ ଆତ୍ ନ ଦଇତେ ନ କାଇତେରଇଲାଇ ।
ପାରୁସି ଲକ୍ ନିଜେ ଅଲପ୍ ଦୁରିକେ ଟିଆଅଇ ଏନ୍ତି ପାର୍ତନା କର୍ବାର୍ ବସ୍ଲା, “ଏ ପର୍ମେସର୍ ମୁଇ ତମ୍କେ ଦନିଅବାଦ୍ ଦେଲିନି । ମୁଇ ବିନ୍ଲକର୍ପାରା ଲବ୍ରା ନାଇ କି ମିଚ୍ମାୟା ନାଇ କି ବେସିଆ କାମ୍ କରି ନାଇ । ଆରି ତକେ ଜୁଆର୍ କଲିନି ମୁଇ ଏ ସିସ୍ତୁମାଙ୍ଗୁ ପାରା ନଇ ।”
ସେଟା ଦେକିକରି ଜନ୍ ପାରୁସି ତାକେ ଡାକିରଇଲା, ସେ ମନେ ମନେ ବାବ୍ଲା, “ଜଦି ଏ ଲକ୍ ବବିସତ୍ବକ୍ତା ଅଇରଇତା ବଇଲେ, ଆକେ ଜେ ଚିଇଲାନି, ସେ କେ ଆରି ସେଟା କେନ୍ତାର୍ ମାଇଜି, ବଲି ଜାନ୍ତା । କାଇକେବଇଲେ ସେ ଗଟେକ୍ ପାପି ମାଇଜି ।”
ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ଆସି କିଆପିଆ କଲିନି, ଆରି ତମେମନ୍ କଇଲାସ୍ନି, ଦେକା ଅ ! ଏ ଗଟେକ୍ କାଉରାଟା ଆରି ମଦୁଆଟା, ସିସ୍ତୁମାଙ୍ଗୁମନର୍ ଆରି ପାପିମନର୍ ମଇତର୍ ।
ତେବେ, ତମ୍କେ ଆଲାଦ୍ କର୍ବା ଲକ୍କେ ଆଲାଦ୍ କଲେ, ପର୍ମେସର୍ ତମ୍କେ କାଇକେ ପୁରୁସ୍କାର୍ ଦେଇସି ? ସିସ୍ତୁ ମାଙ୍ଗ୍ବା ଲକ୍ମନ୍ ମିସା ସେନ୍ତି କର୍ବାଇ ।
ଏଟା ଦେକି ପାରୁସି ଲକ୍ମନ୍ ଜିସୁର୍ ସିସ୍ମନ୍କେ ପାଚାର୍ଲାଇ, “କାଇକେ ତମର୍ ଗୁୁରୁ ସିସ୍ତୁମାଙ୍ଗୁମନର୍ ସଙ୍ଗ୍ ଆରି ପାପି ଲକ୍ମନର୍ ସଙ୍ଗ୍ ବସି କାଇଲାନି ?”
ଜିସୁ ପାପି ଆରି ସିସ୍ତୁମାଙ୍ଗୁମନର୍ ସଙ୍ଗ୍ କାଇଲାନି, ଏଟା ଦେକିକରି ପାରୁସି ଦଲର୍ ସାସ୍ତର୍ ସିକାଉମନ୍ ତାର୍ ସିସ୍ମନ୍କେ କଇବାର୍ ଦାର୍ଲାଇ, “ସେ କାଇକେ ସିସ୍ତୁମାଙ୍ଗୁମନର୍ ଆରି ପାପିମନର୍ ସଙ୍ଗ୍ କାଇଲାନି ?”
ଜିସୁ ତାର୍ ସିସ୍ମନ୍କେ ପାଚାର୍ଲା, “ତମେ ନିୟମ୍ ସିକାଇବା ଲକ୍, ମର୍ ସିସ୍ମନର୍ ସଙ୍ଗ୍ କାଇ ବିସଇନେଇ ଦଦାପେଲା ଅଇତେରଇଲାସ୍ ?”