20 ଜିସୁ ସେମନର୍ ବିସ୍ବାସ୍ ଦେକି କଇଲା, “ଏ ବାବୁ, ତମର୍ ସବୁ ପାପ୍ କେମା ଅଇଗାଲାବେ ।”
ତେଇ ବସି, ସେ ପାଉଲର୍ ସିକିଆ ସୁନ୍ତେ ରଇଲା । ତାର୍ ମନେ ବିସ୍ବାସ୍ ଅଇଲାଆଚେ ଆରି ସେ ନିମାନ୍ ଅଇପାର୍ସି ବଲି ପାଉଲ୍ ଜାନି ପାର୍ଲା । ସେଟାର୍ ପାଇ ତାର୍ବାଟେ ତିରିଆଇ ଦେକି,
ଆରି ତେଇ ଲକ୍ମନ୍ ଗଟେକ୍ ଚେରେଙ୍ଗ୍ ରଗିକେ ବଇକରି ତାର୍ ଲଗେ ଆନ୍ଲାଇ । ଚେରେଙ୍ଗ୍ ରଗି ଅଚ୍ନାଇ ସଇରଇଲା । ସେ ଲକ୍ମନର୍ ବିସ୍ବାସ୍ ଦେକି ରଗିକେ କଇଲା, “ସାଆସ୍ ଦାର୍, ତର୍ ସବୁ ପାପ୍ କେମା ଅଇଗାଲା ।”
ଆରି ଜିସୁ ସେ ମାଇଜିକେ କଇଲା, “ତର୍ ସବୁ ପାପ୍ କେମା ଅଇଲା ଆଚେ ।”
ତମର୍ ତମର୍ ବିତ୍ରେ ଦସ୍ ଦାରାଦାରି ଅଇ ବୁଲ୍କଲେ କେମା ଦିଆଦିଇ ଉଆ । ବିନ୍ ଲକର୍ ବିରଦ୍ କାତା ରଇଲେ ମୁର୍ଚିକରି କେମା ଦିଆଦିଇ ଉଆ । ମାପ୍ରୁ ତମ୍କେ କେମା ଦେଲାପାରା ତମର୍ ବିତ୍ରେ କେମା କରାକରି ଉଆ ।
ଲକ୍ମନର୍ ବିସଇନେଇକରି ତାକେ, କେ ମିସା କାଇଟାବଲି କଇବାର୍ ଦର୍କାର୍ ନ ରଇଲା, କାଇକେବଇଲେ ସେ ତାକର୍ ମନ୍ ବିତ୍ରର୍ କାତା, ନିଜେ ଜାନି ରଇଲା ।
ଜିସୁ ସେମନର୍ ବିସ୍ବାସ୍ ଦେକି ଚେରେଙ୍ଗ୍ ରଗିକେ କଇଲା, “ବାବୁରେ ମୁଇ ତର୍ ପାପ୍ କେମା କରିଦେଲି ।”
ମାତର୍ କେ ଆଲେ ମକେ କଇସି, ଗଟେକ୍ ଲକର୍ ବିସ୍ବାସ୍ ଆଚେ ଆରି ଗଟେକ୍ ଲକର୍ ନିକ କାମ୍ ଆଚେ, ମୁଇ ତାକେ କଇବି ନିକ କାମ୍ ଚାଡି, ଗଟେକ୍ ଲକ୍କେ କେନ୍ତି ବିସ୍ବାସ୍ ଅଇସି ? । ଅବ୍କା ବିସ୍ବାସ୍ କର୍ତେରଇବା ଲକ୍ ରଇଲେ ମକେ ଦେକାଆ । ମର୍ କର୍ବା ନିକ କାମ୍ ସଙ୍ଗ୍ ମର୍ ବିସ୍ବାସ୍ ମୁଇ ଦେକାଇବି ।
ଜେଡେବେଲେ ମିସା ତମେ ସେ କରିରଇବା କାମର୍ ପାଇ ତାକେ କେମା କର୍ସା, ତେବେ ମୁଇମିସା ତାକେ କେମା କର୍ବି, ଜଦି କାଇଟା ମିସା ମୁଇ କର୍ବାର୍ ରଇଲା, ତମର୍ପାଇ ମୁଇ କିରିସ୍ଟର୍ ମୁଆଟେ ସେମନ୍କେ କେମା ଦେଇସାରାଇ ଆଚି ।
ବର୍ନବା ତେଇ କେଟିକରି ପର୍ମେସର୍ ସେ ଲକ୍ମନ୍କେ କେନ୍ତି ଆସିର୍ବାଦ୍ କଲାଆଚେ, ସେଟା ଦେକି ସାର୍ଦା ଅଇଲା । ଆରି ମନ୍ପରାନ୍ ଦେଇକରି ମାପ୍ରୁକେ ବିସ୍ବାସ୍ କରି ଚଲାଚଲ୍ତି କର୍ବାକେ ସେମନ୍କେ ସିକିଆ ଦେଇ ସାର୍ଦା କଲା ।
ତାର୍ ପଚେ ଜିସୁ ସେ ନିକ ଅଇଲା ଲକ୍କେ ମନ୍ଦିର୍ ବିତ୍ରେ ଦେକିକରି କଇଲା, “ଦେକ୍ ଏବେ ତୁଇ ନିକ ଅଇଜାଇଆଚୁସ୍ । ତୁଇ ଆରି ପାପ୍ କାମ୍ କର୍ନାଇ । ନଇଲେ ତକେ ଆରି ଅଦିକ୍ ଦୁକ୍ କସ୍ଟ ଆଇସି ମିସା ।”
'ତମର୍ ପାପ୍ସବୁ କେମା ଅଇଗାଲା ବଲି କଇବାଟା ସଅଜ୍ କି 'ଉଟିକରି, ଇଣ୍ଡିଜା ବଲି କଇବାଟା ଅଦିକ୍ ସଅଜ୍ ?