34 “ଏ ନାଜରିତର୍ ଜିସୁ, ଆମର୍ଟାନେ ତର୍ କାଇ କାମ୍ ଆଚେ ? ତୁଇ କାଇ ଆମ୍କେ ମରାଇବାକେ ଆସିଆଚୁସ୍ ? ତୁଇ କେ ସେଟା ମୁଇ ଜାନି, ତୁଇ ପର୍ମେସରର୍ ସୁକଲ୍ ଲକ୍ ।”
ପର୍ମେସର୍ ଗଟେକ୍ସେ ଆଚେବଲି ତମେ ବିସ୍ବାସ୍ କଲାସ୍ନି, ସେଟା ନିକ । ଡୁମାମନ୍ ମିସା ସେନ୍ତାରି ବିସ୍ବାସ୍ କଲାଇନି ଆରି ଡରିକରି ଗଜ୍ଗଜି ଜିବାଇ ।
“ଏ ନାଜରିତ୍ ଗଡର୍ ଜିସୁ, ତୁଇ କାଇକେ ଆମ୍କେ ଅରିଆନ୍ କଲୁସ୍ନି ? ତୁଇ କାଇ ଆମ୍କେ ବିନାସ୍ କର୍ବାକେ ଆଇଲୁସ୍ କି ? ତୁଇ କେ, ସେଟା ମୁଇ ଜାନି, ତୁଇ ଅଇଲୁସ୍ନି ପର୍ମେସରର୍ ସୁକଲ୍ ଲକ୍ ।”
ସେ ଲକ୍ମନ୍ ବେସି କିର୍କିରି କରି କଇଲାଇ, “ଏ ପର୍ମେସରର୍ ପିଲା ଆମର୍ ଟାନେ ତର୍ କାଇ କାମ୍ ଆଚେ ? ବେଲ୍ କାଲ୍ ନ କେଟ୍ତେ ତୁଇ କାଇ ଡଣ୍ଡ୍ ଦେବାକେ ଇତି ଆଇଲୁସ୍ କି ?”
ସେ ଆକା ଗଟେକ୍ସେ ସୁକଲ୍ ଆରି ଦରମ୍ ଲକ୍ ରଇଲା । ମାତର୍ ତମେ ତାକେ ନାମାସ୍ ନାଇ ଆରି ତାର୍ ବାଦୁଲେ ଗଟେକ୍ ନର୍ମାରୁକେ ମୁକ୍ଲାଇବାକେ ପିଲାତ୍କେ ଗୁଆରି କଲାସ୍ ।
ପିଲାଦଲ୍ପିଆ ମଣ୍ଡଲିକେ ଦେକାରକା କର୍ବା ଦୁତର୍ ଲଗେ ଲେକା । ଏ କବର୍ ମୁଇ ପାଟାଇଲିନି । ମୁଇ ସୁକଲ୍ ଆରି ସତ୍ । ଦାଉଦ୍ ରାଜାର୍ କୁଚିକାଡି ମର୍ଟାନେ ଆଚେ । ମୁଇ ଉଗାଡ୍ଲେ, କେ ମିସା ଡାବି ନାପାରତ୍ । ଆରି ମୁଇ ଡାବ୍ଲେ କେ ମିସା ଉଗାଡି ନାପାରତ୍ ।
ଡୁମା ଦାରିରଇବା ବେସି ଲକ୍ମନ୍ ମିସା କିର୍କିରି କରି “ତୁଇ ପର୍ମେସରର୍ ପଅ !” ବଲି ଲକର୍ ଟାନେଅନି ଚାଡି ପାଲାଇଲାଇ । ଜିସୁ ସେମନ୍କେ ଦମ୍କାଇ କରି କାତାଅଇବାକେ ମିସା ଦେଏନାଇ, କାଇକେବଇଲେ ସେମନ୍ ତାକେ କିରିସ୍ଟ ବଲି ଜାନିରଇଲାଇ ।
ଦୁତ୍ ତାକେ କଇଲା, “ସୁକଲ୍ ଆତ୍ମା ଆସି ତକେ ଡାବି ଅଇସି, ଆରି ସବୁର୍ ଉପ୍ରେ ରଇବା ପର୍ମେସରର୍ ବପୁ ତକେ ଗୁଡିଆଇ ଅଇସି, ତେବର୍ପାଇ ଜେ ଜାତ୍ ଅଇସି, ସେ ସୁକଲ୍ ପର୍ମେସରର୍ ପଅ ବଲି ଡାକ୍ପୁଟା ଅଇସି ।”
ସେ ଅସୁର୍ ସାଁପ୍କେ ଦାର୍ଲା । ଜନ୍ ଆଗର୍ କାଲେ ରଇଲା ସାଁପ୍, ସେଟା ଅଇଲାନି ସଇତାନ୍ । ତାକେ ଅଜାର୍ ବରସର୍ପାଇ ସିକ୍ଲିସଙ୍ଗ୍ ବାନ୍ଦିଦେଲା ।
ମାତର୍ ପାପ୍କରି ଲାଗିରଇବା ଲକ୍ମନ୍ ସଇତାନର୍ । କାଇକେବଇଲେ କାଇଟା ତିଆର୍ ନଅଇବା ଆଗ୍ତୁ ସଇତାନ୍ ପାପ୍ କରିଆଇଲାନି । ସଇତାନ୍ କରିରଇବା କାମ୍ କୁରୁପ୍ନାସ୍ କର୍ବାକେ ପର୍ମେସରର୍ ପଅ ଏ ଜଗତେ ଆଇଲା ।
ଇତି ଜନ୍ ଲକ୍ମନ୍କେ ପିଲାମନ୍ ବଲି ଡାକ୍ଲାଇନି, ସେମନ୍ ବନି ମାଉଁସ୍ ରଇବା ଗାଗଡ୍ ସଙ୍ଗର୍ ଲକ୍ମନ୍ । ଜିସୁ ମିସା ସେମନର୍ ପାରା ଗଟେକ୍ ଗାଗଡ୍ ନେଲା ଆରି ତାକର୍ ଗୁନ୍ଚଲନ୍ତେଇ ମିସ୍ଲା । ତାର୍ ମରନର୍ ଲାଗି ସେ ମରନର୍ ଉପ୍ରେ ବପୁ ରଇବା ସଇତାନ୍କେ ପୁରାପୁରୁନ୍ ବାବେ ଆରାଇଲା ।
ସେଟାର୍ପାଇ ବନ୍ଦିଗରେ ଜାଇ ସେମନ୍କେ କେମା ମାଙ୍ଗ୍ଲାଇ ଆରି ସେମନ୍କେ ବନ୍ଦି ଗରେଅନି ବାର୍କରାଇ ଗଡ୍ ଚାଡି ଉଟିଜିବାକେ ବାବୁଜିଆ କଲାଇ ।
କାଇକେବଇଲେ ଏ ନଅରେ ଏରଦ୍ ଆରି ପନ୍ତିୟ ପିଲାତ୍ ଇସ୍ରାଏଲିୟମନର୍ ସଙ୍ଗ୍ ଆରି ଜିଉଦି ନ ଅଇରଇବା ଲକର୍ସଙ୍ଗ୍ ମିସି ଜିସୁର୍ ବିରଦେ ଜଜ୍ନା କଲାଇ । ସେ ସେ ତମର୍ ସୁକଲ୍ ଦାଙ୍ଗ୍ଡା ଆରି ତମେ ବାଚ୍ଲା ମସିଅ ।
କାଇକେ ବଇଲେ ତୁଇ ମକେ ମଲାଲକ୍ମନର୍ ଜାଗାଇ ଚାଡି ନ ଦିଆସ୍ । ତମର୍ ସୁକଲ୍ ଦାଙ୍ଗ୍ଡାକେ ସମାଦିଟାନେ କୁଇବାକେ ନ ଚାଡାସ୍ ।
ତେଇ ଗରାସିୟମନର୍ ଚାରିବେଡ୍ତିର୍ ଜାଗାର୍ ଲକ୍ମନ୍ ଜିସୁକେ ତାକର୍ଟାନେଅନି ଜିବାକେ ଗୁଆରି କଲାଇ । କାଇକେବଇଲେ ସେମନ୍ ବେସି ଡରିଜାଇ ରଇଲାଇ ଆରି, ଜିସୁ ଗଟେକ୍ ଡଙ୍ଗାଇ ବସି ବାଉଡି ଆଇଲା ।
ସେ ଜିସୁକେ ଦେକି କିର୍କିରି ତାର୍ ପାଦେ ଅଦ୍ରି, ଆଉଲିଅଇ କଇଲା, “ଏ ବେସି ବପୁର୍ସଙ୍ଗ୍ ରଇବା ପର୍ମେସରର୍ ପଅ ଜିସୁ, ମର୍ ଲଗେ ତମର୍ କାଇ କାମ୍ ଆଚେ ? ମୁଇ ତମ୍କେ ବାବୁଜିଆ କରି କଇଲିନି, ମକେ କସ୍ଟ ନ ଦିଆ ।”
ଆରି ଆଉଲି ଅଇ କିର୍କିରି କରି କଇଲା, “ଏ ସବୁର୍ ଟାନେଅନି ବଡ୍ ପର୍ମେସରର୍ ପ ଜିସୁ, ମର୍ ଟାନେ ତମର୍ କାଇ କାମ୍ ଆଚେ ? ମୁଇ ତମ୍କେ ପର୍ମେସରର୍ ନାଉଁ ଦାରି ଗୁଆରି କରି କଇଲିନି, ମକେ କସ୍ଟ ଦିଆନାଇ ।”
ସେଡ୍କିବେଲେ ସେ ବିନ୍ ବିନ୍ ରକାମର୍ ରଗ୍ ଅଇରଇବା ଜବର୍ ରଗି ଲକ୍ମନ୍କେ ନିମାନ୍ କଲା ଆରି ଜବର୍ ଡୁମାମନ୍କେ ଚାଡାଇଲା, ମାତର୍ ସେ ଡୁମାମନ୍କେ କାତା କଇବାକେ ଦେଏନାଇ । କାଇକେବଇଲେ ଡୁମାମନ୍ ଜିସୁ ପର୍ମେସରର୍ ଟାନେଅନି ଆଇଲାଆଚେ ବଲିକରି ଜାନି ରଇଲାଇ ।
ଦିନେକ୍ ଜିଉଦିମନର୍ ପାର୍ତନା ଗରେ ଗଟେକ୍ ଡୁମା ଡସିରଇବା ଲକ୍ ରଇଲା । ସେ ଆଉଲିଅଇ କିର୍କିରି କଇଲା,