3 ଜର୍ଦନ୍ ଗାଡ୍ ଲଗେ ରଇବା ଲଗର୍ ପାକର୍ ଗାଉଁଗଣ୍ଡାଇ ଜାଇ ଜଅନ୍ ପାପ୍ କେମାର୍ ଲାଗି, ପାପ୍କାମ୍ ଚାଡିକରି ମାପ୍ରୁର୍ ବାଟେ ଆସି ଡୁବନ୍ ନେବାକେ ଜାନାଇବାର୍ ଦାର୍ଲା ।
ପାପ୍ଟାନେଅନି କେମା ପାଇକରି ଜେନ୍ତି କି ଉଦାର୍ ଅଇବାଇ, ସେ କାତା ଜାନାଇବାକେ ଜାଇସୁ ।
ଆରି କାଇକେ ଅଲ୍ସମ୍ କଲୁସ୍ନି ? ଉଟ୍, ଡୁବନ୍ ନେ, ଆରି ତାକେ ପାର୍ତନା କରି ତର୍ ସବୁ ପାପେଅନି ପରିଚଲ୍ ଅ ।”
ପାଉଲ୍ କଇଲା, “ଜନ୍ ଲକ୍ମନ୍ ପାପେଅନି ବାଉଡି ରଇଲାଇ, ଜଅନର୍ ଡୁବନ୍ ସେମନର୍ ପାଇ ଟିକ୍ ରଇଲା । ମାତର୍ ତାର୍ପଚେ ଜେ ଆଇବାର୍ ରଇଲା, ଜନ୍ଟା କି, ଜିସୁ, ତାର୍ ଲଗେ ବିସ୍ବାସ୍ କର୍ବାକେ, ଜଅନ୍ ଇସ୍ରାଏଲ୍ ଲକ୍ମନ୍କେ କଇରଇଲା ।”
ଜିସୁ ତାର୍ କାମ୍ ଆରାମ୍ କର୍ବା ଆଗ୍ତୁ, ଜଅନ୍ ଇସ୍ରାଏଲର୍ ସବୁ ଲକର୍ ଲଗେ ଜାନାଇକରି, ସେମନ୍କେ ପାପେଅନି ମନ୍ ବାଉଡାଇ ଡୁବନ୍ ନେବାକେ ଅଇସି ବଲି କଇରଇଲା ।
ଆରି ଜଅନର୍ ସିସ୍ମନ୍ ତାର୍ ଲଗେ ଆସି କଇଲାଇ, “ଏ ଗୁରୁ, ତମେ ଜର୍ଦନ୍ ଗାଡ୍ ସେପାଟେ କାର୍ସଙ୍ଗ୍ ବେଟ୍ ଅଇରଇଲାସ୍ ଆରି ତାର୍ ବିସଇ ତମେ ସାକି ଦେଇତେରଇଲାସ୍, ସେ ଲକ୍ ଏବେ ଲକ୍ମନ୍କେ ଡୁବନ୍ ଦେଲାନି ଆରି ସବୁ ଲକ୍ମନ୍ ତାର୍ ଲଗେ ଗାଲାଇନି ।”
ମୁଇ ସିନା ତମ୍କେ ପାପେଅନି ମନ୍ ବଦ୍ଲାଇଲାଟା ଦେକାଇଅଇବାକେ ବଲି ପାନିତେଇ ଡୁବନ୍ ଦେଲିନି, ମାତର୍ ମର୍ ପଚେ ଜେ ଆଇଲାନି, ସେ ମର୍ତେଇ ଅନି ଅଦିକ୍ ବପୁଟା । ତାର୍ ପାଦର୍ ପାଣ୍ଡଇ ମିସା ଦାରି ନେବାର୍ ମର୍ ଅଦିକାର୍ ନାଇ, ସେ ତମ୍କେ ସୁକଲ୍ଆତ୍ମାଇ ଆରି ଜଇଟାନେ ଡୁବନ୍ ଦେଇସି ।
ଏ ଗଟ୍ନା ଜର୍ଦନ୍ ଗାଡର୍ ସେପାଟେ ବେତ୍ନି ନାଉଁର୍ ଜାଗାଇ, ଜଅନ୍ ଲକ୍ମନ୍କେ ଡୁବନ୍ ଦେଲା ବେଲା ଅଇରଇଲା ।
ଆରି ଇସ୍ରାଏଲ୍ ଲକ୍ମନର୍ ବିତ୍ରେ ଅନି କେତେ କେତେ ଲକ୍ମନ୍କେ ମାପ୍ରୁ ତାର୍ ପର୍ମେସରର୍ ଟାନେ ବାଉଡାଇସି ।
ଜିସୁ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇକରି ଜର୍ଦନ୍ ଗାଡେଅନି ବାଉଡି ଆଇଲା । ଆରି ସଇତାନର୍ ଟାନେ ପରିକା କରାଇବାକେ ତାକେ ଆତ୍ମା ଚାଲାଇ ନେଲା । ତେଇ ଚାଲିସ୍ ଦିନ୍ ଜାକ ସଇତାନ୍ ତାକେ ପରିକା କର୍ତେରଇଲା ।