40 ଜିସୁ ଏଟା କଇକରି, ତାର୍ ଆତ୍ ଆରି ଗଡ୍ ସେମନ୍କେ ଦେକାଇଲା ।
ମର୍ ଆତେ ଆରି ଗଡେ ଦେକା, ଏଟା ମୁଇ ନିଜେ । ମକେ ଚିଇକରି ଦେକା । ଏଟା ମକେ ଜେନ୍ତାରି ଆଡ୍ ଆରି ମାଉଁସ୍ ଆଚେ ସେନ୍ତି ବୁତ୍କେ ନ ରଏ ।”
ସେଟା ଦେକି ସେମନ୍ ସାର୍ଦା ଅଇକରି କାବାଅଇ ଗାଲାଇ ମିସା ତାକେ ବିସ୍ବାସ୍ କରତ୍ ନାଇ । ସେଟାର୍ ପାଇ ଜିସୁ ସେମନ୍କେ ପାଚାର୍ଲା, “ତମର୍ ଲଗେ କାଇଟା କାଇବାଟା ଆଚେ କି ?”
ଜିସୁ ଏ କାତା କଇଲା ପଚେ ନିଜର୍ ଆତ୍ ଆରି ପାଞ୍ଜ୍ରା ଦେକାଇଲା । ସିସ୍ମନ୍ ମାପ୍ରୁକେ ଦେକିକରି ବେସି ସାର୍ଦା ଅଇଗାଲାଇ ।
ତାର୍ ପଚେ ଜିସୁ ତମାକେ କଇଲା, “ତର୍ ଆଙ୍ଗ୍ଟି ଇତି ସଙ୍ଗଇ ମର୍ ଆତ୍ ଦେକ୍, ଆରି ମର୍ ପାଞ୍ଜ୍ରାଇ ଆତ୍ ପୁରାଇ ଦେକ୍ । ଆରି କେବେ ମିସା ବିସ୍ବାସ୍ କରିନାଇ ବଲି କଅ ନାଇ, ମାତର୍ ବିସ୍ବାସ୍ କର୍ ।”