33 ସେଦାପ୍ରେ ସେମନ୍ ଦୁଇଲକ୍ ଉଟିକରି ଜିରୁସାଲାମେ ବାଉଡି ଉଟିଗାଲାଇ । ତେଇ ଜିସୁର୍ ଏଗାର୍ଟା ସିସ୍ମନ୍ ଆରି ବିନ୍ଲକ୍ମନ୍ କାତାବାର୍ତା ଅଇତେରଇଲାଟା ଦେକ୍ଲାଇ ।
ସେ ଦୁଇଟା ସିସ୍ମନ୍ ବାଉଡିଆସିକରି ବିନ୍ ସିସ୍ମନ୍କେ ଏ କାତା କଇଲାଇ । ଏନ୍ତି କଇଲେ ମିସା ସିସ୍ମନ୍ ତାକର୍ କାତା ବିସ୍ବାସ୍ କରତ୍ ନାଇ ।
ସେମନ୍ ତର୍କେତର୍ ଗଟେକ୍ ଦଲ୍ ଇସାବେ ପାର୍ତନା କର୍ବାକେ ରୁଣ୍ଡ୍ତେ ରଇଲାଇ । ଆରି ସେମନର୍ସଙ୍ଗ୍ ଜିସୁର୍ ଆୟା ମରିୟମ୍, ବିନ୍ ମାଇଜିମନ୍ ଆରି ଜିସୁର୍ ବାଇମନ୍ ମିସା ମିସ୍ତେରଇଲାଇ ।
ତାର୍ପଚେ ସେ ଜାକୁବ୍କେ ଆରି ସବୁ ପେରିତ୍ମନ୍କେ ଦର୍ସନ୍ ଦେଲା ।