50 ଆରି ଦେକା, ଆରାମାତିଆ ଗଡର୍ ଜିଉଦିମନର୍ ନେତା ଜସେପ୍ ନାଉଁର୍ ଗଟେକ୍ ଦରମ୍ ଆରି ମର୍ଜିତାର୍ ଲକ୍ ରଇଲା । ସେ ପର୍ମେସରର୍ ରାଇଜ୍ ଆସ ବଲି ଜାଗିରଇଲା ।
ବର୍ନବା ସୁକଲ୍ଆତ୍ମାଇ ଆରି ବିସ୍ବାସେ ପୁରୁନ୍ ଅଇ ରଇବା ଗଟେକ୍ ଦରମ୍ ଲକ୍ ରଇଲା । ସେ କବର୍ ଜାନାଇଲାକେ ବେସି ଲକ୍ ମାପ୍ରୁର୍ ଲଗେ ଆଇଲାଇ ।
ସେମନ୍ କଇଲାଇ, “କର୍ନିଲିଅ ନାଉଁର୍ ରମିୟ ସଇନମନର୍ ନେତା ଆମ୍କେ ପାଟାଇଆଚେ । ଜେ କି ଗଟେକ୍ ଦରମ୍ ଲକ୍ ଆରି ପର୍ମେସର୍କେ ନାମ୍ସି । ଗୁଲାଇ ଜିଉଦି ଲକ୍ମନ୍ ତାକେ ନାମ୍ବାଇ । ତୁଇ କଇବାଟା ସୁନ୍ବାକେ, ସେ ତକେ ତାର୍ ଗରେ ଡାକାଇଆଚେ । ଏନ୍ତାରି କର୍ବାକେ ପର୍ମେସର୍ ପାଟାଇଲା ଦୁତ୍ ତାକେ ତିଆର୍ଲା ଆଚେ ।”
ସେ ଗଟେକ୍ ଦରମ୍ ଲକ୍ ରଇଲା । ସେ ଆରି ତାକର୍ ଗରର୍ ଲକ୍ମନ୍ ସବୁ ପର୍ମେସର୍କେ ଉପାସନା କର୍ତେ ରଇଲାଇ । ସେ ରକିଦୁକି ଜିଉଦିମନ୍କେ ବେସି ଉପ୍କାର୍ କର୍ତେ ରଇଲା । ଆରି ଜେଡେବେଲ୍ ମିସା ପର୍ମେସର୍କେ ପାର୍ତନା କର୍ତେ ରଇଲା ।
ସେବେଲେସେ ଜିରୁସାଲାମେ ସିମିୟନ୍ ନାଉଁର୍ ଗଟେକ୍ ଦରମ୍ ଲକ୍ ରଇଲା । ସେ ମାପ୍ରୁ ଦେକ୍ବା ଇସାବେ ନିମାନ୍ ଲକ୍ । ଇସ୍ରାଏଲ୍ ଦେସେ ଉଦାର୍କାରିଆ ଆସି ସାନ୍ତି ଦେଅ ବଲି ଜାଗିରଇଲା । ଆରି ତାର୍ଟାନେ ସୁକଲ୍ ଆତ୍ମା ବାସାଅଇରଇଲା ।
ସାସ୍ତରେ ଜନ୍ ସବୁ ବିସଇ ଲେକା ଆଚେ, ସେ ଇସାବେ ସବୁ କାମ୍ କଲାପଚେ ସେମନ୍ ତାକେ କୁର୍ସେଅନି ଉତ୍ରାଇ ଆନ୍ଲାଇ । ବିନ୍ଲକ୍ମନ୍ ଆସିକରି ତାର୍ ଗାଗଡ୍ ନେଇ ସମାଦିଟାନେ ସଙ୍ଗଇଲାଇ ।