29 କାଇକେବଇଲେ ଦେକା “ଜନ୍ ମାଇଜି ବାଞ୍ଜି ଆରି କେବେ ମିସା ଗାଗ୍ଡେ ନ ଅଇକରି ଆଚତ୍, ଆରି ଜେ କି କେବେ ମିସା ଦୁଦ୍ କୁଆଏ ନାଇ, ସେମନ୍ କେଡେକ୍ ନିକ କରମର୍ ଲକ୍ !” ବଲି କଇବା ଦିନ୍ ଆଇଲାନି ।
ସେଡ୍କିବେଲେ ଗାଗ୍ଡେ ରଇବା ମାଇଜିମନ୍ ଆରି ପିଲାକେ ଦୁଦ୍ କୁଆଇତେ ରଇବା ମାମନର୍ ଦସା କେଡେ ଇନସ୍ତା ଅଇସି ।
ଜିସୁ ଏନ୍ତାରି ସବୁ କାତା କଇବାବେଲେ ଲକ୍ମନର୍ ବିତ୍ରେଅନି ଗଟେକ୍ ମାଇଜିଟକି ଆଉଲିଅଇ କଇଲା, “କେଡେକ୍ କରମର୍ ମାଆ ଜେ କି ତମ୍କେ ଜନମ୍ ଦେଲା ଆରି ନିଜର୍ ଦୁଦ୍ କୁଆଇଲା ।”
ମାତର୍ ଜିସୁ ସେମନର୍ ବାଟେ ପାସ୍ଲିକରି କଇଲା, ଏ ଜିରୁସାଲମ୍ ଗଡର୍ ମାଇଜିମନ୍, ମର୍ପାଇ କାନ୍ଦା ନାଇ । ମାତର୍ ନିଜର୍ ପାଇ ଆରି ନିଜର୍ ପିଲାମନର୍ ପାଇ କାନ୍ଦା ।