28 ମାତର୍ ଜିସୁ ସେମନର୍ ବାଟେ ପାସ୍ଲିକରି କଇଲା, ଏ ଜିରୁସାଲମ୍ ଗଡର୍ ମାଇଜିମନ୍, ମର୍ପାଇ କାନ୍ଦା ନାଇ । ମାତର୍ ନିଜର୍ ପାଇ ଆରି ନିଜର୍ ପିଲାମନର୍ ପାଇ କାନ୍ଦା ।
ଆରି ବେସି ଲକ୍ମନ୍ ଜିସୁର୍ ପଚେ ପଚେ ଜାଇତେ ରଇଲାଇ । ତେଇ କେତେଟା ବୁକେ ପିଟିଅଇ କାନ୍ଦ୍ବା ମାଇଜିମନ୍ ମିସା ରଇଲାଇ ।
କାଇକେବଇଲେ ଦେକା “ଜନ୍ ମାଇଜି ବାଞ୍ଜି ଆରି କେବେ ମିସା ଗାଗ୍ଡେ ନ ଅଇକରି ଆଚତ୍, ଆରି ଜେ କି କେବେ ମିସା ଦୁଦ୍ କୁଆଏ ନାଇ, ସେମନ୍ କେଡେକ୍ ନିକ କରମର୍ ଲକ୍ !” ବଲି କଇବା ଦିନ୍ ଆଇଲାନି ।
ଏଦେ ଦେକା ! ସେ ମେଗ୍ମାଲାଇ ବସି ଆଇଲାନି । ଗୁଲାଇ ଲକ୍ମନ୍ ତାକେ ଦେକ୍ବାଇ । ତାକେ କୁରୁସ୍କାଟେ କୁଟି ମାରିରଇବା ଲକ୍ମନ୍ ମିସା ଦେକ୍ବାଇ । ଏ ଜଗତେ ରଇବା ସବୁ ଲକ୍ମନ୍ ତାର୍ଲାଗି ଦୁକ୍ କର୍ବାଇ । ସେଟା ସେନ୍ତାରିସେ ଅଇସି । ଆମେନ୍ !