20 ମାତର୍ ପିଲାତ୍ ଜିସୁକେ ଚାଡିଦେବାକେ ମନ୍କରି ତାର୍ ଲଗେ କାଇ ବୁଲ୍କଲାଟା ଡିସେନାଇ ବଲି ସେମନ୍କେ ତର୍କେ ତର୍ ବୁଜାଇଲା ।
ସେଟାର୍ପାଇ ପିଲାତ୍ ଲକ୍ମନ୍କେ ସାର୍ଦା କରାଇବାକେ ମନ୍କରି ବାର୍ବାକେ ବନ୍ଦି ଗରେଅନି ମୁକ୍ଲାଇଦେଇ ଜିସୁକେ କର୍ଡା ସଙ୍ଗ୍ ମାରି, କୁରୁସ୍କାଟେ କୁଟିମାରି ମରାଇଦେବାକେ ସନିଅମନ୍କେ ସର୍ପିଦେଲା ।
ଏ କାତା ସୁନି ପିଲାତ୍ ଜିସୁକେ ମୁକ୍ଲାଇବାକେ ଚେସ୍ଟା କଲା । ମାତର୍ ଜିଉଦି ଲକ୍ମନ୍ ଆଉଲିଅଇ କଇଲାଇ, “ତୁଇ ଜଦି ଆକେ ମୁକ୍ଲାଇସୁ ବଇଲେ, ସମ୍ରାଟର୍ ମଇତର୍ ନଉଁସ୍ । ଜେ ନିଜ୍କେ ରାଜା ବଲି ଦାବି କର୍ସି, ସେ ତାର୍ ବିରଦେ କଇଲାନି ।”
ପିଲାତ୍ ବିଚାର୍ନା ଜାଗାଇ ବସି ରଇଲାବେଲେ ତାର୍ ମାଇଜି ଗଟେକ୍ କବର୍ କଇଲା, “କାଇ ଦସ୍ପାପ୍ ନ କଲା ସେ ଲକ୍କେ କାଇଟା କରା ନାଇ । କାଲି ରାତି ସପ୍ନେ ତାର୍ ଲାଗି ମୁଇ ବେସି କସ୍ଟ ପାଇଲି । ”
ଏ ବାର୍ବା ବଲ୍ବା ଲକ୍, ସର୍କାରର୍ ବିରଦେ ବୁଲ୍ କରିରଇଲା ଆରି ଗଟେକ୍ ଲକ୍କେ ମାରି ରଇଲା । ସେଟାର୍ପାଇ ତାକେ ବନ୍ଦି କରିରଇଲାଇ ।
ମାତର୍ ଲକ୍ମନ୍ ବେସି ଆଉଲି ଅଇ, “ତାକେ କୁର୍ସେ ଚଗାଇ ମରାଆ ! ତାକେ କୁର୍ସେ ଚଗାଇ ମରାଆ !”