64 ଆରି ତାର୍ ଆଁକି ବାନ୍ଦିକରି ତାକେ ପାଚାର୍ଲାଇ, “ତକେ କେ ମାର୍ଲା, କଅ ?”
“ଏ କିରିସ୍ଟ ! ବବିସତ୍ କାତା ଅଲପ୍ କଅ । ତକେ କେ ମାର୍ଲା କଇଦେକ୍ ପନି !”
ତେଇ ରଇଲା କେତେ ଲକ୍ମନ୍ ତାର୍ ଉପ୍ରେ ତୁକ୍ବାର୍ ଦାର୍ଲାଇ । କେତେଲକ୍ମନ୍ ତାର୍ ମୁଏଁ ଡାବିକରି ତାକେ ବିଦାସଙ୍ଗ୍ ମାର୍ଲାଇ । ତାକେ କିଜାଇକରି କଇଲାଇ, “ତୁଇ ଜଦି ପର୍ମେସରର୍ କାତା କଇବା ବବିସତ୍ବକ୍ତା ବଇଲେ, ତକେ କେ ମାର୍ଲା କ ?” ପଚେ ସନିଅମନ୍ ତାକେ ଦାରିଜାଇକରି ମାର୍ଲାଇ ।