59 ଗଟେକ୍ ଗଁଟା ଗାଲାପଚେ ଆରି ଗଟେକ୍ ଲକ୍ ପିତର୍କେ ଦେକି କଇଲା, “ଏ ଲକ୍ମିସା ନିଜେ ତାର୍ ସିସ୍ମନର୍ ସଙ୍ଗ୍ ରଇଲା । ଆକେ ମୁଇ ନିକକରି ଜାନି । କାଇକେ ବଇଲେ ସେ ଗଟେକ୍ ଗାଲିଲିର୍ ଲକ୍ ।”
ଏଟା ସୁନି ପିତର୍ ସେ ଲକ୍କେ କଇଲା, “ଏ ବାଇ ତୁଇ କାଇଟା କଇଲୁସ୍ନି ? ମୁଇ ବିଲ୍କୁଲ୍ ନାଜାନି ।” ସେ କାତା ପିତର୍ କଇଲା ଦାପ୍ରେ, କୁକ୍ଡା ଡାକ୍ଲା ।
ସେମନ୍ ତାକେ କଇଲାଇ, “ତୁଇ ବାୟାଅଇଲୁସ୍ନି ! ମାତର୍ ‘ଏଟା ସତ୍ ।’ ବଲି ସେ ଡାଟ୍ ସଙ୍ଗ୍ କଇଲାଗ୍ଲାକେ, ସେମନ୍ ଏଟା ତାର୍ ଦୁତ୍ କାଇକି,” ବଲି ବାବ୍ଲାଇ ।