57 ମାତର୍ ପିତର୍ ରାଜି ନ ଅଇ କଇଲା, “ଏ ଗତିଦାଙ୍ଗ୍ଡି, ତାକେ ମୁଇ ମୁଲ୍କେ ନାଜାନି ।”
ଜଦି ଆମେ ବୁଲ୍ କରିଆଚୁ ବଲି ପର୍ମେସର୍କେ ନ ଲୁଚାଇତେ କଇଲେ, ସେ ଆମର୍ ସବୁ ପାପ୍ କେମା କର୍ସି । ଆରି ସବୁ କାରାପ୍ କାମେଅନି ଆମ୍କେ ସୁକଲ୍ କର୍ସି ।
ସେନ୍ତିଆଲେ ତମେ ମନ୍ବାଦ୍ଲାଇ କରି ପରମେସରର୍ ବାଟେ ବାଉଡି ଆସା । ତେବେ ସେ ତମର୍ ପାପ୍ କେମା କର୍ସି ।”
ପିତର୍ ଆରି ତରେକ୍ କଇଲା “ନାଇ ମୁଇ ତାକେ ମୁଲ୍କେ ନାଜାନି ।” ସମାନ୍ ସେଡ୍କି ଦାପ୍ରେ କୁକ୍ଡା ଡାକ୍ଲା ।
ସିମନ୍ ପିତର୍ ଟିଆଅଇ ଜଇଚେକ୍ବା ବେଲେ ବିନ୍ ଲକ୍ମନ୍ ତାକେ ପାଚାର୍ଲାଇ, “ତୁଇ ମିସା ଏ ଲକର୍ ସିସ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ନଉଁସ୍ କି ?” ମାତର୍ ପିତର୍ କଇଲା, “ନାଇ ମୁଇ ତାର୍ ସିସ୍ ନଇ ।”
ମାତର୍ ଜେ ଲକ୍ମନର୍ ମୁଆଟେ ମକେ ନ ନାମି, ବିସ୍ବାସ୍ ନ କରେ, ତାକେ ପର୍ମେସରର୍ ଦୁତ୍ମନର୍ ମୁଆଟେ ମୁଇ ଇନ୍ କର୍ବି ।”
ମାତର୍ ପିତର୍ ସବୁର୍ ମୁଆଟେ ନାଡାଇ କରି ଏ କାତା କଇଲା, “ତୁଇ କାଇ ବଲି କଇଲୁସ୍ନି ମୁଇ ନାଜାନି ।”
ମାତର୍ ଜନ୍ ଲକ୍ ମକେ ସବୁର୍ ମୁଆଟେ ‘ତାକେ ନାଜାନି’ ବଲି କଇସି, ମୁଇ ମିସା ମର୍ ସରଗର୍ ବାବାର୍ ମୁଆଟେ ‘ତାକେ ନାଜାନି’ ବଲି କଇବି ।”
ଗଟେକ୍ ଗତିଦାଙ୍ଗ୍ଡି ପିତର୍କେ ଜଇପାଲି ବସ୍ଲାଟା ନିକକରି ଦେକି କଇଲା, “ଏ ଲକ୍ ମିସା ଜିସୁର୍ ସଙ୍ଗ୍ ରଇଲା !”
ଚନେକ୍ ରଇଲା ପଚେ ଆରି ଗଟେକ୍ ଲକ୍ ପିତର୍କେ ଦେକି କଇଲା, “ତୁଇ ମିସା ତାର୍ ସଙ୍ଗ୍ ରଇଲୁସ୍ ।” ମାତର୍ ପିତର୍ ତାକେ କଇଲା, “ମୁଇ ନଇ ।”