33 ସେବେଲାଇ ସିମନ୍ ଜିସୁକେ କଇଲା, “ଏ ମାପ୍ରୁ ମୁଇ ତର୍ସଙ୍ଗ୍ ବନ୍ଦି ଗରେ ଜିବାକେ ଆରି ମର୍ବାକେ ମିସା ରାଜି ଆଚି ।”
ଏ କାତା ସୁନି ପିତର୍ ଜିସୁକେ ଆରିତରେକ୍ ଡାଟ୍ସଙ୍ଗ୍ କଇଲା, “ମୁଇ ତମର୍ ସଙ୍ଗ୍ ମର୍ବାର୍ ଆଲେ ମିସା କେବେ ତମ୍କେ ନାଜାନି ବଲି ନ କଇ ।” ଆରି ବାକି ସିସ୍ମନ୍ ମିସା ସେନ୍ତିସେ କଇଲାଇ ।
ମାତର୍ ପିତର୍ ଜିସୁକେ କଇଲା, “ସବୁ ସିସ୍ମନ୍ ତମ୍କେ ଚାଡିକରି ଗାଲେ ମିସା ମୁଇ ତମ୍କେ କେବେ ନ ଚାଡି ।”
ଜିସୁ ଜେବଦିର୍ ପିଲାମନ୍କେ କଇଲା, “ତମେ କାଇଟା ମାଗ୍ଲାସ୍ନି ସେଟା ବୁଜି ନାପାର୍ଲାସ୍ନି । ମୁଇ ଜନ୍ ଦୁକ୍ପୁରୁନ୍ ମୁତାର୍ ପାନି କାଇବାର୍ ଗାଲିନି, ତମେ କାଇ ପାରାସ୍ କି ?” ସେମନ୍ “ଉଁ” ବଲି କଇଲାଇ ।
ମାତର୍ ପାଉଲ୍ କଇଲା, “ତମେ ଏଟା କାଇଟା କଲାସ୍ନି, କାଇକେ ଏନ୍ତି କାନ୍ଦାବୁବା ଅଇ ମର୍ ମନ୍ କିଲ୍ବିଲ୍ କଲାସ୍ନି ? ଜିରୁସାଲାମ୍ ଅବ୍କା ବାନ୍ଦାଇ ଅଇବାକେସେ ନାଇ, ମାତର୍ ମୁଇ ମାପ୍ରୁ ଜିସୁର୍ ପାଇ ମର୍ବାକେ ମିସା ରାଜି ଆଚି ।”
ତାର୍ ପଚେ ଜିସୁ କଇଲା, “ଏ ପିତର୍ ମୁଇ ତକେ କଇଲିନି, ତୁଇ ଏବେ ଏନ୍ତି କଇଲୁସ୍ନି, ମାତର୍ ଆଜି ରାତି କୁକ୍ଡା ନ ଡାକ୍ବା ଆଗ୍ତୁ ମକେ ତିନ୍ତର୍ ନାଜାନି ବଲି କଇସୁ ।”
ଜିସୁ ତାକେ କଇଲା, “ତୁଇ କାଇକେ ମର୍ପାଇ ମର୍ସୁ ? ମୁଇ ତକେ ସତ୍ କାତା କଇଲିନି କୁକୁଡା ନ ଡାକ୍ତେ ତୁଇ ମକେ ତିନ୍ ତର୍ ନାଜାନି ବଲି କଇସୁ ।”
ମାତର୍ ପିତର୍ ରାଜି ନ ଅଇ କଇଲା, “ଏ ଗତିଦାଙ୍ଗ୍ଡି, ତାକେ ମୁଇ ମୁଲ୍କେ ନାଜାନି ।”