33 ସରଗ୍ ଆରି ମଚ୍ପୁର୍ ନସି ଜାଇସି, ମାତର୍ ମର୍ ବାକିଅ କେବେ ନ ନସେ ।”
ବାଦଲ୍ ଆରି ତେଇ ଉଜଲ୍ ଅଇ ରଇବାଟାମନ୍, ଦୁନିଆଇ ଆରି ତେଇରଇବା ସବୁ ଦିନ୍ସୁ ନାସ୍ ଅଇବା ସାରାସାରି ଦିନ୍ ଆଇସି, ମାତର୍ ମର୍ ବାକିଅ କେବେ ମିସା ନ ସାରେ ।”
ସରଗ୍ ଆରି ମଚ୍ପୁର୍ କୁରୁପ୍ନାସ୍ ଅଇଜାଇସି, ମାତର୍ ମର୍ ସବୁ ବାକିଅ କେବେ ମିଚ୍ ନ ଅଏ ।
ମନେରକିରୁଆ, ମୁଇ ତମ୍କେ ସତ୍ କଇଲିନି ସରଗ୍ ଆରି ଦର୍ତନି ତବିର୍ ଅଇ ରଇବା ଜାକ ମସାର୍ ନିୟମର୍ ଗଟେକ୍ ଚିନ୍ ମିସା ନ ବୁଡେ । ସବୁ ବିସଇ ପୁରାପୁରୁନ୍ ନ ଅଇତେ ଏ ସବୁ ନ ଗଟେ ।
ମାତର୍ ପର୍ମେସରର୍ ବାକିଅ ସବୁଦିନ୍ ପାଇ ରଇସି । ଏ ବାକିଅ ଅଇଲାନି ତମ୍କେ ଜାନାଇରଇବା ସୁବ୍କବର୍ ।
ତାର୍ପଚେ ମୁଇ ଗଟେକ୍ ବଡ୍ଟା ଦବ୍ ବସ୍ବା ଜାଗା ଆରି ଜେ ତାର୍ ଉପ୍ରେ ବସିରଇଲା, ତାକେ ଦେକ୍ଲି । ସରଗ୍ ଆରି ଦର୍ତନି ତାର୍ ମୁଆଟେଅନି ପାଲାଇଲାଇ ଆରି କେବେ ଡିସତ୍ନାଇ ।
ସରଗ୍ ଆରି ଦୁନିଆ ନସିଗାଲେ ମିସା ନିୟମେ ଲେକା ଅଇରଇଲାଟା ଗଟେକ୍ ମିସା ଅଇକର୍ ନ ନସେ ।”
“ମୁଇ ତମ୍କେ ସତ୍କାତା କଇଲିନି । ମନେ ରକା, ଏବେ ଜିବନ୍ ରଇବା ସବୁ ଲକ୍ମନର୍ ମରନ୍ ଅଇବା ଆଗ୍ତୁ ଏ ସବୁ ଗଟ୍ସି ।