ଲୁକ୍ 20:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 ଆରି ଅଙ୍ଗୁର୍ ତଲ୍ବାବେଲା କେଟ୍ଲାକେ ସାଉକାର୍ ତାର୍ ଗଟେକ୍ ଦାଙ୍ଗ୍ଡାକେ ତାର୍ ବାଗ୍ ମାଙ୍ଗି ଆନ୍ବାକେ ପାଟାଇଲା । ମାତର୍ ସେ ଲକ୍ମନ୍ ତାର୍ ବାଗ୍ ନ ଦେଇ ତାର୍ ଦାଙ୍ଗ୍ଡାକେ କୁଟ୍କୁଟା ମାରି ଚୁଚା ଆତେ ପାଟାଇଦେଲାଇ । Gade chapit la |
ଜିସୁ କଇଲା, “ଏ ଜିରୁସାଲମର୍ ଲକ୍ମନ୍ ! ପର୍ମେସର୍ ତମର୍ଟାନେ ଜେତ୍କି ପାଟାଇରଇଲା ବବିସତ୍ବକ୍ତାମନ୍କେ ମାରି ମରାଇଲାସ୍ ! ଆରି ପେରିତ୍ମନ୍କେ ତର୍କେ ତର୍ ପାକ୍ନା ମାରି ମରାଇଲାସ୍ । ତେବେ ତମର୍ପାଇ ମର୍ ଲଗେ ଗଟେକ୍ କାତା ଆଚେ । ମାଇ କୁକୁଡା ଜେନ୍ତି ତାର୍ ଟିଅଁମନ୍କେ ଡେନା ତଲେ ରୁଣ୍ଡାଇସି, ମୁଇ ସେନ୍ତି କେତେ ତର୍ ତମ୍କେ ରକିଆ କର୍ବାକେ ମନ୍ କଲି । ମାତର୍ ସେନ୍ତି କର୍ବାକେ ତମେ ନ ଦିଆସ୍ ।