48 କାଇକେ ବଇଲେ ଗୁଲାଇ ଲକ୍, ଜିସୁ ସିକାଇଦେବା କାତା ଆରି ସେ କଇତେରଇବା ପଦ୍ମନ୍ ମନ୍ଦିଆନ୍ ଦେଇ ସୁନ୍ତେ ରଇଲାଇ । ତେବର୍ ପାଇ ସେମନ୍ କେନ୍ତାର୍ କର୍ବାର୍ ବଲି ବାଟ୍ ମିଲାଇ ନାପାର୍ତେ ରଇଲାଇ ।
ସେମନର୍ ବିତ୍ରେଅନି ତୁୟଟିରା ଗଡର୍ ଲୁଦିଆ ନାଉଁର୍ ଗଟେକ୍ ମାଇଜି, ଆମର୍ କାତା ସୁନ୍ତେରଇଲା । ସେ ବେସି ଦାମ୍ ଅଇବା ଜାମ୍କଲିଆ ରଙ୍ଗର୍ ଲୁଗା ବିକ୍ତେରଇଲା । ସେ ପରମେସର୍କେ ପାର୍ତନା କର୍ବା, ଜିଉଦି ନ ଅଇଲା ଲକ୍ । ପାଉଲ୍ ମାପ୍ରୁର୍ କାତା କଇଲାବେଲେ ସେଟା ନାମ୍ବାକେ ମାପ୍ରୁ ତାର୍ ମନ୍ ଉଗାଡିଦେଲା ।
ତାର୍ ପଚେ ଜିସୁ ସବୁଦିନେ ଜିରୁସାଲାମ୍ ମନ୍ଦିରେ ସିକିଆ ଦେଇତେ ରଇଲା । ମାତର୍ ମୁକିଅ ପୁଜାରିମନ୍, ସାସ୍ତର୍ ସିକାଉମନ୍ ଆରି ନେତାମନ୍ ମିସି ଜିସୁକେ ମରାଇବାକେ ଚେସ୍ଟା କର୍ତେ ରଇଲାଇ ।
ଦିନେକ୍ ଜିସୁ ମନ୍ଦିରେ ଲକ୍ମନ୍କେ ମାପ୍ରୁର୍ ନିମାନ୍ କାତାର୍ ସିକିଆ ଦେଇତେରଇଲା । ସେବେଲାଇ ମୁକିଅ ପୁଜାରିମନ୍, ନିୟମ୍ ସିକାଇଦେବା ଲକ୍ମନ୍ ଆରି ପାର୍ଚିନ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ ।