46 ସେମନ୍କେ କଇଲା, “ଦରମ୍ ସାସ୍ତରେ ଏନ୍ତାରି ଲେକାଅଇଲା ଆଚେ, ମର୍ ଗର୍ ପାର୍ତନା ଗର୍ ଅଇସି । ମାତର୍ ତମେ ସେଟା ଚର୍ମନର୍ ଲୁଚ୍ବା ଜାଗା କରିଆଚାସ୍ ।”
“ଅଇରେ ଦରମ୍ ଗୁରୁମନ୍ ଆରି ପାରୁସିମନ୍ ! ସେସ୍ବେଲେ ତମର୍ ଦସା କେତେ ଅଦିକ୍ ଅଇସି ! ଏଇ ଟକାବଣ୍ଡା ଦଲ୍, ସରଗ୍ ରାଇଜେ କେଟ୍ବା ଦୁଆର୍ ତମେ ଡାବିଦେଇଆଚାସ୍ ! ନିଜେ ତେଇ କେଟାସ୍ ନାଇ ଆରି ଜନ୍ଲକ୍ମନ୍ ତେଇ କେଟ୍ବାକେ ମନ୍ କଲାଇନି, ସେମନ୍କେ ବାଟ୍ ଚାଡାସ୍ ନାଇ ।”
ଜିସୁ ସେମନ୍କେ କଇଲା, “ଦରମ୍ ସାସ୍ତରେ ଲେକା ଆଚେ, ମର୍ ମନ୍ଦିର୍ ପାର୍ତନା ଗର୍ ବଲି ନାଉଁ ଅଇସି । ମାତର୍ ତମେ ତାକେ ଚର୍ମନର୍ ଆକାଡା ସାଲ୍ ପାରା କରିଆଚାସ୍ ।”
ତାର୍ ପଚେ ସେ ଲକ୍ମନ୍କେ ସିକାଇଦେବାବେଲେ ଏନ୍ତି କଇଲା, “ମର୍ ମନ୍ଦିର୍ ସବୁ ଜାତିର୍ ଲକ୍ମନର୍ ପାର୍ତନା ଗର୍ ବଲି ନାମ୍ବାଇ ବଲି ପର୍ମେସରର୍ ବଇଟାନେ ଲେକା ଅଇଆଚେ, ମାତର୍ ତମେ ସେ ଗର୍ ଚର୍ମନର୍ ପାଆର୍ କରିଆଚାସ୍ ।”