42 “ସାନ୍ତି ପାଇବାକେ କାଇଟା ଦର୍କାର୍, ସେଟା ଜଦି ତମେ ଆଜି ଜାନିରଇତାସ୍ ଆଲେ, କେତେ ନିକ ଅଇତା ! ମାତର୍ ସେସବୁ ଏବେ ତମେ ଦେକି ନାପାର୍ଲାସ୍ନି ।
ଦରମ୍ସାସ୍ତରେ ଏନ୍ତାରି ଲେକା ଅଇଲାଆଚେ “ଜଦି ତମେ ଆଜି ପର୍ମେସରର୍ ବାକିଅ ସୁନ୍ସା, ତମର୍ ଆନିଦାଦିମନ୍ ଜେନ୍ତି ତାକର୍ ମନ୍ ଆଁଟ୍କରି ତାକେ ବିରଦ୍ କଲାଇ, ସେନ୍ତାରି ତମର୍ ମନ୍ ଆଁଟ୍ କରାନାଇ ।”
ଇସ୍ରାଏଲିଅ ମନର୍ ଲଗେ ପର୍ମେସର୍ ଜନ୍ କବର୍ ପାଟାଇରଇଲା, ସେଟା ତୁଇ ଜାନିଆଚୁସ୍ । ଜିସୁ କିରିସ୍ଟ ଜେ କି ସବୁର୍ ମାପ୍ରୁ, ସେ କରିରଇବା କାମେଅନି ସବୁଲକ୍ମନ୍ ସାନ୍ତିସଙ୍ଗ୍ ମିସ୍ବାଇ, ବଲି ପର୍ମେସର୍ ଆମ୍କେ ଜାନାଇଲାଆଚେ ।
ତମର୍ ବିତ୍ରେ କେ ମିସା ପାପର୍ଲାଗି ନାଡାଇ ଅଇବାର୍ ନାଇ । ସେଟାର୍ଲାଗି ତମର୍ ମନ୍ ଆଁଟ୍ ଅଇଜାଇସି । ଆମର୍ ଜିଇବାକାଇବା ଦିନ୍ ସାର୍ବାଜାକ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଏ ବିସଇ ଜାଗ୍ରତ୍ କରାଇବାର୍ ଆଚେ ।
ସେମନ୍ ତମ୍କେ ଆରି ତମର୍ ପାଚୁରି ତେଇ ରଇବା ଲକ୍ମନ୍କେ ପୁରାପୁରୁନ୍ ନସାଇ କୁଟ୍କୁଟା କରିଦେବାଇ । ଗଟେକ୍ ପାକ୍ନା ମିସା ନିଜର୍ ଜାଗାଇ ନ ଚାଡତ୍ । କାଇକେବଇଲେ ପର୍ମେସର୍ ତମ୍କେ ରକିଆ କର୍ବାକେ ଆସିରଇଲା, ସେବେଲା ତମେ ଜାନି ନାପାର୍ଲାସ୍ ।”
ମାତର୍ ପାଉଲ୍ ଆରି ବର୍ନବା ଅଦିକ୍ ଡାଟ୍ ସଙ୍ଗ୍ କଇଲାଇ, “ପର୍ତମେ ପରମେସରର୍ ବାକିଅ ତମର୍ ଲଗେ ଜାନାଇବାର୍ ଦର୍କାର୍ ରଇଲା । ମାତର୍ ତମେ ସେଟା ନିଚ୍ଲାସ୍ନି । ଆରି ତାର୍ ସଙ୍ଗ୍ ନ ସାର୍ବା ଜିବନ୍ ପାଇବାକେ ଅଦିକାର୍ ନାଇ ବଲି ବିଚାର୍ କଲାସ୍ନି । ସେଟାର୍ପାଇ ଆମେ ତମ୍କେ ଚାଡି, ଏ କାତା ଜିଉଦି ନଇଲା ଲକ୍ମନ୍କେ କଇବାର୍ ଗାଲୁନି ।
ସୁକଲ୍ ଆତ୍ମା ଜେନ୍ତାର୍ କଇଲାନି, “ ଆଜି ଜଦି ତମେ ପର୍ମେସରର୍ କାତା ସୁନ୍ସା,
ଜିସୁ ଜିରୁସାଲାମ୍ ଲଗେ କେଟ୍ଲା ବେଲେ ସେ ଗଡ୍ ଦେକି କାନ୍ଦିକରି କଇଲା,
ସେଟାର୍ପାଇ ବଲି ଏନ୍ତି ବେସି ବାଦା ଅଇଜିବା ଦିନ୍ ଆଇସି । ତମର୍ ସତ୍ରୁମନ୍ ତମର୍ ଚାରିବେଟ୍ତି ପାଚୁରି ବାନ୍ଦି ଅଟ୍କାଇବାଇ ଆରି ଚାରିବେଡ୍ତି ଅନି ତମର୍ ଉପ୍ରେ ମାଣ୍ଡି ଆଇବାଇ ।