26 ସେ କଇଲା, “ମୁଇ ତମ୍କେ କଇଲିନି, ଜାକେ ଆଚେ ତାକେ ଅଦିକ୍ ଦିଆଅଇସି, ମାତର୍ ଜାର୍ ନାଇ, ତାର୍ତେଇ ରଇଲା ଅଲପ୍ ମିସା ଚାଡାଇ ନିଆଅଇସି ।
ଲକ୍ମନ୍ ତମ୍କେ ନାଡାଇ ନାପାରତ୍, ତମେ ଜାଗରତ୍ସଙ୍ଗ୍ ରଇବାର୍ ଆଚେ । ଜେନ୍ତାର୍କି ପର୍ମେସର୍କେ କର୍ବା ତମର୍ ସେବା କାମ୍ ବେକାର୍ ନ ଅ । ମାତର୍ ତମର୍ ସେବାକାମର୍ ପାଇ ପର୍ମେସର୍ ତମ୍କେ ପୁରାପୁରୁନ୍ ଅଇତେ ଇନାମ୍ ଦେଇସି ।
“ସେଟାର୍ ପାଇ, ଜେନ୍ତାରି ସୁନ୍ସା, ସେ ବିସଇ ନେଇକରି ଜାଗ୍ରତ୍ ରୁଆ । କାଇକେବଇଲେ ଜାକେ ଆଚେ ତାକେ ଅଦିକ୍ ଦିଆଅଇସି । ଆରି ଜାକେ ନାଇ, ସେ ଜେତ୍କି ନିଜର୍ଟା ଆଚେ ବଲି ବାବ୍ସି, ସେ ଅଲପ୍ଟା ମିସା ତାର୍ଟାନେଅନି ନିଆଅଇସି ।”
ଜିସୁ ଆରି କଇଲା, “ସେଟାର୍ ପାଇ ତମ୍କେ କଇଲିନି, ପର୍ମେସରର୍ ରାଇଜେ ପୁର୍ବା ଅଦିକାର୍ ତମର୍ତେଇଅନି ଦାରିଜିବାଇ ଆରି ଜନ୍ ଦଲ୍ ଏ ରାଇଜର୍ ନିମାନ୍ ପଲ୍ ଦେକାଇ ପାର୍ବାଇ, ସେମନ୍କେ ସେଟା ଦିଆଅଇସି ।”
ଜାକେ ଆଚେ, ତାକେ ଦିଆଅଇସି । ତେଇଅନି ସେ ଅଦିକ୍ ଅଦିକ୍ ଲାବ୍ କର୍ସି । ମାତର୍ ଜାକେ ନାଇ, ତାର୍ଟାନେ ଜେତ୍କି ଆଚେ, ସେଟା ମିସା ନିଆଅଇସି ।”
କାଇକେବଇଲେ ଜାକେ ରଇ, କାମେ ଲାଗାଇରଇସି ତାକେ ଅଦିକ୍ ଦିଆଅଇସି, ଆରି ଜାକେ ରଇ, କାମେ ନ ଲାଗାଏ, ତାର୍ଟାନେ ଅନି ସେ ଅଲପ୍ ରଇଲାଟା ମିସା ନିଆଅଇସି ।”
ଦୁକ୍ କସ୍ଟ ଆଇଲେ ମିସା ମର୍ ଲାଗି ମୁର୍ଚିକରି ରଇଲାସ୍ନି । ଆରି ବିସ୍ବାସ୍ ଚାଡାସ୍ନାଇ ।
ମୁଇ ଦାପ୍ରେ ଆଇଲିନି । ଜନ୍ ସତ୍ ସିକିଆ ତମେ ପାଇଆଚାସ୍, ସେଟା ମାନିକରି ରୁଆ । ଜେନ୍ତାରି କି ତମର୍ ଇନାମ୍ କେ ମିସା ଚରାଇନେଇ ନାପାରତ୍ ।
ସେବେଲା ସେ ମୁକିଅ ଗତିଦାଙ୍ଗ୍ଡା ମନେ ମନେ ଏତାଇଲା । ଏବେ ମୁଇ କାଇଟା କର୍ବି ? ମର୍ ସାଉକାର୍ କାମେ ଅନି ବାର୍କରିଦେବି ବଲି କଇଲା ଆଚେ । ମାଟି ମାର୍ବାକେ ମକେ ବପୁ ନାଇ ଆରି ବିକ୍ ମାଗ୍ବି ବଇଲେ ମିସା ଲାଜ୍ ଲାଗ୍ଲାନି ।
ଗିତ୍ସଙ୍ଗିତା ବଇଟାନେ ଏ ବିସଇ ଲେକା ଅଇଲା ଆଚେ, “ତାର୍ ଗର୍ ଚୁଚା ଅଇଜାଅ, ତେଇ ବାସା ଅଇବାକେ କେ ମିସା ନ ରଅତ୍ ।” ଆରି ମିସା ଲେକା ଅଇଲା ଆଚେ, “ତାର୍ ଜାଗାଇ ସେବା କର୍ବାକେ ଆରି ଗଟେକ୍ ଲକ୍ ମିସ ।”
ମାତର୍ ସେ ଲକ୍ମନ୍ ରାଜାକେ ପାଚାର୍ଲାଇ, “ଏ ଆଗିଆଁ ତାର୍ଟାନେ ଦସ୍ଟା ଆଚେ ଆରି ତାକେ କାଇକେ ଦେଉଁ ?”