6 ତେଇ ମାପ୍ରୁ କଇଲା, “ଏ ଅନିଆଇ ବିଚାର୍କାରିଆ କାଇଟା କର୍ବାକେ ବାଚ୍ଲା, ସେଟା ତମେ ସିକା ।
ସେ ରାଣ୍ଡି ମାଇଜିକେ ଦେକି ଜିସୁ ଦୁକ୍କଲା ଆରି ତାକେ କଇଲା, “ଏ ମାଆ କାନ୍ଦ୍ନାଇ ।”
ଏଟା କଲେ ସରଗର୍ ପର୍ମେସରର୍ ପିଲା ବଲି ଚିନାପଡ୍ସା । କାଇକେ ବଇଲେ ପର୍ମେସର ବଲ୍ କାରାପ୍ ଦୁଇ ଲକର୍ ପାଇ ମିସା ବେଲର୍ ଉଜଲ୍ ଦେଲାନି, ଆରି ଦରମ୍ ରଇବା, ଦରମ୍ ନ ରଇବା ସବୁର୍ ଉପ୍ରେ ବର୍ସା ମାରାଇଲାନି ।
ତେଇ ଜଅନ୍ ନିଜର୍ ସିସ୍ମନର୍ ବିତ୍ରେଅନି ଦୁଇଲକ୍କେ ଡାକି ମାପ୍ରୁର୍ ଲଗେ ଏନ୍ତାରି କଇ ପାଟାଇଲା, “ଜେ ଆଇବାର୍ ରଇଲା, ସେ ଲକ୍ ତମେସେ କି ? କି କାଇ ବିନ୍ ଲକ୍କେ ଆମେ ଜାଗ୍ବୁ ?”
ସେନ୍ତାର୍ ଆଲେତା ତମେ ନିଜର୍ ନିଜର୍ ବିତ୍ରେ ବଡ୍ସାନ୍ ବଲିକରି ଅଲ୍ଗା ଇସାବେ ଦେକ୍ଲାସ୍ନି । ଆରି କାରାପ୍ ଇସାବେ ମୁ ଦେକି, ବିଚାର୍ କଲାସ୍ନି ।