6 ଜିସୁ ସେମନ୍କେ କଇଲା, “ଗଟେକ୍ ସର୍ସୁ ମୁଞ୍ଜି ପାରା ତମର୍ ବିସ୍ବାସ୍ ରଇସି ବଇଲେ ତମେ ବଡ୍ ଗଚ୍କେ ଜିକିଅଇ ସମ୍ଦୁରେ ଜାଇ ରପିଅ ବଲି କଇଲେ ସେ ଗଚ୍ ତମର୍ କାତା ମାନ୍ସି ।”
ଜିସୁ ସେମନ୍କେ କଇଲା, “ତମର୍ ବିସ୍ବାସ୍ ବେସି ଦୁର୍ବଲ୍ । ମୁଇ ତମ୍କେ ସତ୍ କଇଲିନି, ଜଦି ଗଟେକ୍ ସର୍ସୁ ମୁଞ୍ଜି ଏତ୍କି ତମର୍ ବିସ୍ବାସ୍ ରଇଲେ, ଏ ଡଙ୍ଗର୍, ଇତିଅନି ତେଇ ଗୁଚି ଜିବାକେ କଇଲେ, ସେଟା ଗୁଚି ଜାଇସି । ବିସ୍ବାସର୍ ଲାଗି ତମେ ସବୁ ବିସଇ କରିପାରାସ୍ ।”
ଜିସୁ କଇଲା, “ମୁଇ ତମ୍କେ ସତ୍ କଇଲିନି, ତମର୍ ମନେ ଅଇସି କି ନ ଅଏ ବଲି ଅଲପ୍ ମିସା ନ ବାବିକରି ଜଦି ପୁରାପୁରୁନ୍ ବିସ୍ବାସ୍ କର୍ସା ବଇଲେ ମୁଇ ଏ ଡୁମ୍ରି ଗଚ୍କେ ଜେନ୍ତି କରିଆଚି, ତମେ ମିସା ସେନ୍ତି କରିପାରାସ୍ । ସେତ୍କି ଆକା ନଏଁ, ଏ ଡଙ୍ଗର୍ ଉଲ୍ଟିକରି ସମ୍ଦୁରେ ଜାଇ ଅଦର୍ ବଲି କଇଲେ ମିସା ସେଟା ଅଇସି ।
ଜିସୁ ତାକେ କଇଲା, “କାଇକେ ଜଦି ପାରୁସ୍ ବଇଲେ ନିମାନ୍ କର୍ ବଲିକରି କଇଲୁସ୍ନି ? କାଇକେବଇଲେ ପର୍ମେସର୍କେ ବିସ୍ବାସ୍ କର୍ବା ଲକ୍ମନର୍ ତେଇ ସବୁ ଅଇସି ।”
ପର୍ମେସରର୍ ରାଇଜ୍ ଗଟେକ୍ ବଡ୍ ବର୍ ଗଚର୍ ସାନ୍ଟା ମୁଞ୍ଜି ପାରା । ଗଟେକ୍ ଲକ୍ ଗଟେକ୍ ସାନ୍ଟା ମୁଞ୍ଜି ରପିଦେଲା । ସେ ମୁଞ୍ଜି ତେଇ ଗାଜା ଅଇ ବଡ୍ ଗଚ୍ପାରା ଅଇଲା ଆରି ଚଡଇମନ୍ ଆସି ତାର୍ କେନ୍ଦାଇ ଗୁଡା ବାନ୍ଦ୍ଲାଇ ।”
ସେନ୍ତାରି ମକେ ମାପ୍ରୁର୍ ବାକିଅ ବୁଜାଇବା ବପୁ ରଇଲେ ମିସା, କି ମୁଇ ସବୁ ବିସଇ ଜାନିରଇଲେ ମିସା, ଟିକି ନିକି ବିସଇ ବୁଜିରଇଲେ ମିସା ଆରି ମର୍ ବିସ୍ବାସ୍ ଏଡେକ୍ ଡାଟ୍ ଆଚେ ଜେ, ଡଙ୍ଗର୍ ଉଟ୍କାଇବା ପାରା ମର୍ ଡାଁଟର୍ ବିସ୍ବାସ୍ ରଇଲେ ମିସା ବାଇମନର୍ ପାଇ ଆଲାଦ୍ ନାଇ ବଇଲେ ମୁଇ ଚୁଚାଇସେ ।
ସେଟାର୍ ପାଇ ସେ, ଲକ୍ମନର୍ ଆଗ୍ତୁ ପାଲାଇ ଜାଇ ଜିସୁକେ ଦେକ୍ବାକେ ଗଟେକ୍ ଡୁମ୍ରି ଗଚେ ଚଗ୍ଲା । କାଇକେ ବଇଲେ ଜିସୁ ସେ ବାଟ୍ଦେଇ ଜିବାର୍ ରଇଲା ।
ସେଟା ଗଟେକ୍ ସର୍ସୁ ମୁଞ୍ଜି ପାରା, ବୁଏଁ ବୁନ୍ବା ବେଲେ ସେଟା ପୁର୍ତିବିର୍ ସବୁ ମୁଞ୍ଜିତେଇ ଅନି ସାନ୍ଟା,
ସେ ରାଣ୍ଡି ମାଇଜିକେ ଦେକି ଜିସୁ ଦୁକ୍କଲା ଆରି ତାକେ କଇଲା, “ଏ ମାଆ କାନ୍ଦ୍ନାଇ ।”
ତେଇ ଜଅନ୍ ନିଜର୍ ସିସ୍ମନର୍ ବିତ୍ରେଅନି ଦୁଇଲକ୍କେ ଡାକି ମାପ୍ରୁର୍ ଲଗେ ଏନ୍ତାରି କଇ ପାଟାଇଲା, “ଜେ ଆଇବାର୍ ରଇଲା, ସେ ଲକ୍ ତମେସେ କି ? କି କାଇ ବିନ୍ ଲକ୍କେ ଆମେ ଜାଗ୍ବୁ ?”
“ଜଦି ତୁଇ ଗଟେକ୍ ସାଉକାର୍ ଅଇରଇସୁ ବଇଲେ ତର୍ ଗତିଦାଙ୍ଗ୍ଡା କସ୍ବାଟାନେଅନି ନଇଲେ ଗରୁଚାରାଇବାଟାନେଅନି ଆସି ତାର୍ ନିଜର୍ କାମ୍ ନ ସାରାଇବା ଆଗ୍ତୁ ତୁଇ ତାକେ ‘କାଇବାକେ ବସ୍ବେ’, ବଲି କଇସୁ କି ? ନାଇ, ସେନ୍ତି ନ କଉସ୍ ।
ଜିସୁ କଇଲା, “ଇଣ୍ଡି ଇଣ୍ଡି ଆଉ ।” ପିତର୍ ଡଙ୍ଗାଇଅନି ବାରଇ, ପାନି ଉପ୍ରେ ଇଣ୍ଡି ଇଣ୍ଡି ଜିସୁର୍ ବାଟେ ଆଇବାର୍ ଦାର୍ଲା ।