33 କେ କେ ଏ ଦୁନିଆଇ ଜିଇବା ଜିବନ୍ ମନ୍ କଲେ ତାକେ ନ ସାର୍ବା ଜିବନ୍ ନ ମିଲେ । ଆରି କେ କେ ଏ ଦୁନିଆଇ ଜିଇବା ଜିବନ୍ ଆରାଇସି, ତାକେ ନ ସାର୍ବା ଜିବନ୍ ମିଲ୍ସି ।
ଜେ ନିଜର୍ ଜିବନ୍କେ ବେସି ଆଲାଦ୍ କର୍ସି, ସେ ସେଟା ଆରାଇସି । ଜେ ନିଜର୍ ଜିବନ୍ ଗିନ୍ କର୍ତେରଇସି, କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ତାର୍ ଜିବନ୍ ରକିଆ କର୍ସି ।
ଜନ୍ଲକ୍ ନିଜର୍ ଜିବନ୍ ରକିଆ କର୍ବାକେ ଚେସ୍ଟା କର୍ସି ବଇଲେ ସେ ସେଟା ଆରାଇସି । ମାତର୍ ଜେ ମର୍ ଲାଗି ତାର୍ ଜିବନ୍ ଆରାଇସି ବଇଲେ, ସେ ସତଇସେ ସେଟା ରକିଆ କର୍ସି ।”
କାଇକେ ବଇଲେ କେ ମିସା ନିଜର୍ ଜିବନ୍ ରକିଆ କର୍ବାକେ ମନ୍ କର୍ସି ବଇଲେ, ସେଟା ସେ ଆରାଇସି, ମାତର୍ ଜେ ମର୍ ଲାଗି ଜିବନ୍ ଦେଇସି, ସେ ସତଇସେ ସେଟା ରକିଆ କର୍ସି ।
ତମେ ଜେତ୍କି ଦୁକ୍ କସ୍ଟ ମୁର୍ଚିକରି ରଇବାକେ ଗାଲାସ୍ନି, ସେ ବିସଇ ଚିନ୍ତା କରି ଡରାନାଇ । ସୁନା ତମ୍କେ ସଇତାନ୍ ବନ୍ଦିଗରେ ପାକାଇକରି ପରିକା କର୍ସି, ଦସ୍ଦିନ୍ ଜାକ ତମେ କସ୍ଟେ ରଇସା । ମାତର୍ ମର୍ବାକେ ପଡ୍ଲେ ମିସା ମକେ ବିସ୍ବାସ୍ କରି ରୁଆ । ଆରି ଇନାମ୍ ଇସାବେ ତମ୍କେ ନ ସାର୍ବା ଜିବନ୍ ଦେବି ।
ମୁଇ ବାଉଡି ଆଇବା ସେ ରାତି, ତମେ ଦୁଇ ଲକ୍ ଗଟେକ୍ ବାକ୍ରାଇ ସଇରଇସା । ଗଟେକ୍ ଲକ୍କେ ଡାକି ନେବି, ଆରି ଗଟେକ୍ ଲକ୍କେ ଚାଡି ଦେବି ।