2 ତେଇ ଜିସୁ ସେମନ୍କେ କଇଲା, “ଏ ସବୁ କସ୍ଟ ପାଇବାକେ, ଏ ଗାଲିଲିୟମନ୍ ବିନ୍ ସବୁ ଗାଲିଲିୟମନର୍ ଟାନେଅନି ଅଦିକ୍ ପାପ୍ କଲାଇ ଆଚତ୍ ବଲି ବାବ୍ଲାସ୍ନି କି ?
ଆରି ତାର୍ ସିସ୍ମନ୍ ତାକେ ପାଚାର୍ଲାଇ, “ଏ ଗୁରୁ କେ ପାପ୍ କଲାଇଜେ ଏ ଲକ୍ କାଣାଅଇ ଜନମ୍ ଅଇଲା ? ସେ ନିଜେ କି ତାର୍ ବାବା ମାଆର୍ ପାପର୍ ଲାଗି ?”
ସେ ଜାଗାର୍ ଲକ୍ମନ୍ ପାଉଲର୍ ଆତେ ଚାବିକରି ଡସି ଜୁଲ୍ତେ ରଇବା ସାଁପ୍କେ ଦେକି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏ ବାଇଦରେ ଗଟେକ୍ ନର୍ମାରୁ ଲକ୍, ସେ ଜାଇଟା ମିସା ଅ ବେ, ସେ ସମ୍ଦୁରେ ରକିଆ ପାଇରଇଲେ ମିସା ତାର୍ କରମ୍ ତାକେ ବଁଚ୍ବାକେ ନ ଦେଏ ।”
ନଇଲେ ସିଲଅତେଇ ରଇଲା ଜନ୍ ଅଟ୍ର ଲକର୍ ଉପ୍ରେ ବଡ୍ ଗର୍ ଅଦ୍ରି ମରିଜାଇ ରଇଲା, ସେମନ୍ ତେବେ ? ତମେ ସେମନ୍କେ ଜିରୁସାଲାମର୍ ବିନ୍ ଲକ୍ମନର୍ ଟାନେଅନି ଅଦିକ୍ ପାପ୍ କଲାଇ ଆଚତ୍ ବଲି ବାବ୍ଲାସ୍ନି କି ?
ଗାଲିଲିଅନି କେତେ ଲକ୍ ଆସି ପାର୍ତନା ଗରେ ବଲି ଦେଇତେରଇଲାବେଲେ ପିଲାତ୍ ତାର୍ ସଇନମନ୍କେ ପାଟାଇ ଗାଲିଲିଅ ମନ୍କେ ମରାଇଲା । ତେଇ ମଲାଲକର୍ ବନି ପୁଜ୍ଲା ପସୁର୍ ବନି ସଙ୍ଗ୍ ମିସ୍ଲା । ଏ ବିସଇ କେତେଲକ୍ ଆସି ଜିସୁକେ ଜାନାଇଲାଇ ।
ମୁଇ ତମ୍କେ କଇଲିନି, ଜେଡେବେଲେ ଜାକ ପାପେଅନି ମନ୍ ନ ବାଦ୍ଲାଆସ୍, ତମେ ସବୁ ଲକ୍ ସେନ୍ତାରି କୁରୁପ୍ନାସ୍ ଅଇଜାଇସା ।