25 ଜେଡେବେଲେ ସେ ଡୁମା ଚାଡ୍ଲା ମୁନୁସର୍ଲଗେ ଆସି ପରିଚଲ୍ରଇ ନିମାନ୍ ସଜାଇଅଇରଇଲାଟା ଦେକ୍ସି ।
“ଗଟେକ୍ କରାପ୍ ଆତ୍ମା ମୁନୁସର୍ଟାନେଅନି ବାରଇଗାଲାପଚେ, ସେ ଆତ୍ମା ବିସ୍ରାମ୍ କର୍ବାକେ ସୁକ୍ଲା ଜାଗାଇ କନ୍ଆଲେ ଲକର୍ଟାନେ ରଇବାକେ କଜି ବୁଲ୍ସି । ଆରି ଜାଗା ନ ମିଲ୍ଲେ କଇସି, ମୁଇ ଜନ୍ ଲକର୍ ଟାନେଅନି ବାରଇଆସି ରଇଲି, ସେ ଲକର୍ଟାନେସେ ବାଉଡି ଜିବି ।
ତାର୍ପଚେ ସେ ଡୁମା ଜାଇକରି ତାର୍ଟାନେଅନି ବାନିଆରଇବା ବିନ୍ ବିନ୍ ସାତ୍ଟା ଡୁମାମନ୍କେ ଡାକିଆନ୍ସି । ସେମନ୍ କେଟିକରି ତେଇ ବାସା ଅଇବାଇ, ଆରି ସେ ଲକ୍ ଆଗ୍ତୁ ଜେନ୍ତାର୍ ଅଇରଇଲା, ତାର୍ତେଅନି ସାରାସାରି ଅଦିକ୍ କରାପ୍ ଅଇଜାଇସି ।”