36 ଏ ତିନ୍ଲକର୍ ବିତ୍ରେଅନି କେ ଚର୍ମନର୍ ଟାନେ ମାଡ୍କାଉ ଲକର୍ ପଡିସାର୍ ଲକ୍ ବଲି ବାବ୍ଲୁସ୍ନି ?
ରୁନ୍ ବାନ୍ଦ୍ବାକେ ସେମନ୍କେ କାଇଟା ନ ରଇଲାଜେ, ସାଉକାର୍ ଦୁଇଲକର୍ ଜାକ ରୁନ୍ ଚାଡିଦେଲା । ତେବେ ସେମନର୍ ବିତ୍ରେ କେ ତାକେ ବେସି ଆଲାଦ୍ କର୍ସି ?”
“ କିରିସ୍ଟ ମସିଅର୍ ବିସଇ, ତମେ କାଇଟା ବାବ୍ଲାସ୍ନି ? ସେ କାର୍ ପଅ ?” ସେମନ୍ କଇଲାଇ, “ସେ ଦାଉଦର୍ ପଅ ।”
ପିତର୍ କଇଲା, “ଦେଇସି ।” ପିତର୍ ଗର୍ ବିତ୍ରେ ପୁରୁପୁରୁ ଜିସୁ ତାକେ ପାଚାର୍ଲା, “ସିମନ୍, ତମେ କାଇଟା ବାବ୍ଲାସ୍ନି ? ଏ ଜଗତର୍ ରାଜାମନ୍ କାର୍ଟାନେଅନି ସିସ୍ତୁ ନେବାଇ ? ତାକର୍ ନିଜର୍ ଦେସର୍ ଲକ୍ମନର୍ଟାନେଅନି କି ବିନ୍ ଦେସର୍ ଲକ୍ମନର୍ଟାନେଅନି ?”
ତାର୍ ଆର୍କର୍ ଦିନେ ସିମରଣିୟ ଲକ୍ ଦୁଇଟା ରୁପାଟାଙ୍ଗା ବାର୍କରାଇ, ମିଟିଙ୍ଗ୍ ଗରର୍ ମୁକିଆକେ ଦେଇ କଇଲା, “ଆର୍ ସେବା ଜତନ୍ କରା, ଆରି ଅଦିକ୍ କର୍ଚ ଅଇଲେ, ସେଟା ମୁଇ ବାଉଡିଆଇବା ବେଲେ ତମ୍କେ ସୁଜିଦେବି ।”
ସାସ୍ତର୍ ସିକାଉ କଇଲା, “ଜନ୍ ଲକ୍ ତାକେ ଦୟାକଲା, ସେ ଆକା ।” ଜିସୁ ତାକେ କଇଲା, “ଜା ତୁଇ ମିସା ସେନ୍ତାରି କର୍ ।”