19 ଦୁତ୍ ତାକେ କଇଲା “ମୁଇ ଗାବ୍ରିଏଲ୍, ମୁଇ ପର୍ମେସରର୍ ମୁଆଟେ ଟିଆ ଅଇରଇବା ଦୁତ୍, ତମ୍କେ ଏ କବର୍ ଜାନାଇବାକେ ମକେ ପାଟାଇଆଚେ ।
ଏଲିସାବେତ୍ ଗାଗ୍ଡେଅଇ ଚ ମାସ୍ ଅଇଲାକେ, ପର୍ମେସର୍ ଗାବ୍ରିଏଲ୍ ଦୁତ୍କେ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ନଅରେ ଗଟେକ୍ ଦାଙ୍ଗ୍ଡିର୍ ଟାନେ ପାଟାଇଲା ।
ଏ ସାନ୍ ପିଲାମନର୍ ବିତ୍ରେ ଅନି ଗଟେକ୍କେ ମିସା ଇନ୍କରା ନାଇ । ମୁଇ ତମ୍କେ କଇଲିନି, ଏ ମନର୍ ଜତନ୍ ନେଇତେ ରଇବା ସରଗର୍ ଦୁତ୍ମନ୍ ସବୁ ବେଲା ମର୍ ବାବାର୍ ଲଗେ ଆଚତ୍ ।
ଜିସୁ ପର୍ମେସରର୍ ପଅ ଅଇଲାକେ, ସେ ଆମର୍ ମନେ ଜନ୍ ବଡ୍ ପୁଜାରି ବଲି ବିସ୍ବାସ୍ କରି ଦାରିକରି ଆଚୁ, ସେଟା ଡାଟ୍ କର୍ବୁ ।
ତେଇ ଦୁତ୍ ସେମନ୍କେ କଇଲା, “ଡରାନାଇ ! ଦେକା ମୁଇ ସବୁଲକର୍ପାଇ ଗଟେକ୍ ବେସି ସାର୍ଦାର୍ କବର୍ ତମ୍କେ ଜାନାଇଲିନି, ଜନ୍ଟାକି ସବୁଲକର୍ପାଇ ସାର୍ଦାର୍ ବିସଇ ଅଇସି ।
ଦେକ୍, ଏ ସବୁ ନ ଅଇବା ଦିନ୍ ଜାକ ତୁଇ ଗୁଲାଅଇ ରଇସୁ । କାଇକେବଇଲେ ମର୍ ସବୁ ବାକିଅ ସମାନ୍ ବେଲାଇସେ ପୁରାପୁରୁନ୍ ଅଇସି । ସେଟା ସବୁ ତୁଇ ବିସ୍ବାସ୍ କୁରୁସ୍ ନାଇ ।”
ସେ ଦିନ୍ମନ୍କେ ଗଟ୍ବା ସବୁ ବିସଇ ଦେଇ, କାଇ ବିପଦ୍ ନ ଅଇ ଜିବାକେ ଆରି ପର୍ମେସର୍ ପାଟାଇରଇବା ନର୍ପିଲା ମର୍ ମୁଆଟେ ଟିଆ ଅଇବାକେ, ପାର୍ତନା କରି ଜାଗରତ୍ ଅଇରୁଆ ।”