7 ମାତର୍ ସେମନ୍ ତାକେ ତର୍କେ ତର୍ ପାଚାରିଲାଗି ରଇଲାଇ ଜେ ସେ ଟିଆଅଇ କଇଲା, “ ଇତି ମୁଲ୍କେ ପାପ୍ ନ କଲା ଲକ୍ କେ ଆଚାସ୍ ବଇଲେ ସେ ଆଗ୍ତୁ ଆସିକରି ତାକେ ପାକ୍ନା ମାର ।”
ସେମନ୍କେ ସନ୍ମାନ୍ ଦେଇ କାତା ଉଆ । ଜେନ୍ତିକି ତମେ କଇବା ବିସଇ ସେମନ୍ ମନ୍କର୍ବାଇ । ତେବେ ତମେ ବିସ୍ବାସ୍ କର୍ବା ବିସଇଟାନେ କାଇଆଲେ କାତା ଉଟ୍ଲେ, ତମେ ଉତର୍ ଦେଇପାର୍ସା ।
ଏବେ ତମର୍ ପାପେଅନି ବାଉଡା । ନଇଲେ ମୁଇ ତମର୍ଟାନେ ଦାପ୍ରେ ଆଇବି । ଆରି ମର୍ ଟଣ୍ଡେଅନି ବାରଇବା କାଣ୍ଡା ସଙ୍ଗ୍ ମୁଇ ସେ ଲକ୍ମନର୍ ବିରୁଦେ ଜୁଇଦ୍ କର୍ବି ।
ତାର୍ ଟଣ୍ଡେଅନି ଗଟେକ୍ ଗଜିଆ କାଣ୍ଡା ବାରଇଲା । ସେଟାସଙ୍ଗ୍ ସେ ଏ ଜଗତର୍ ରାଇଜ୍ମନ୍କେ ଆରାଇସି । ସେ ଡାଟ୍ ସଙ୍ଗ୍ ତାକର୍ ଉପ୍ରେ ସାସନ୍ କର୍ସି । ବେସି ବପୁ ରଇବା ପର୍ମେସରର୍ ରିସା ସେମନ୍କେ ଦେକାଇସି । ସେ ତାର୍ ସତ୍ରୁମନ୍କେ ମାଣ୍ଡିକରି ରମ୍ଦିଦେଇସି । ଜେନ୍ତାରିକି ଅଙ୍ଗୁର୍ ପିଚ୍କିକରି ରସ୍ ବାର୍କରାଇସି ।
ସେ ତାର୍ ଉଜା ବାଟର୍ ଆତେ ସାତ୍ଟା ତାରା ଦାରି ରଇଲା, ଆରି ତାର୍ ଟଣ୍ଡେ ଅନି ଦୁଇବାଟେ ଦାର୍ ରଇବା ତିପ୍ତିପା କାଣ୍ଡା ବାରଇତେ ରଇଲା । ଆରି ତାର୍ ମୁଁ ମୁଇଦାନିଆର୍ ବେଲ୍ପାରା ଜଲ୍କି ଜାଇତେ ରଇଲା ।
ଜାଗୁଆଲ୍ମନ୍ କଇଲାଇ, “ଏ ଲକ୍ କଇଲା ପାରା କାତା ଆଜିକେଜାକ କେ ମିସା କଅତ୍ ନାଇ ।”
ତାର୍ପଚେ ସେ ଆରି ତରେକ୍ ଲଇଁକରି ବୁଏଁ ଲେକ୍ବାର୍ ଦାର୍ଲା ।
ଜିସୁ ଟିଆଅଇ ତାକେ ପାଚାର୍ଲା, “ସେ ଲକ୍ମନ୍ କେନେ ଗାଲାଇ ? ଇତି କେ ମିସା ତକେ ଦସ୍ ଦାର୍ବାକେ ନାଇ କି ?”