31 “ଜେ ସର୍ଗେଅନି ଆଇଲା ଆଚେ, ସେ ସବୁ ଲକ୍ମନର୍ତେଇଅନି ମଆନ୍ । ଜେ ଜଗତେ ଅନି ଜନମ୍ ଅଇଆଚେ, ସେ ଜଗତର୍ କାତାସେ କଇସି । ମାତର୍ ଜେ ସର୍ଗେଅନି ଆସିଆଚେ, ସେ ସବୁକଲର୍ତେଇ ଅନି ମଆନ୍ ।
ଜିସୁ ସେମନ୍କେ କଇଲା, “ତମେ ଏ ଦୁନିଆଇଅନି ଆସିଆଚାସ୍ । ମାତର୍ ମୁଇ ସର୍ଗେଅନି ଆସିଆଚି । ତମେ ଏ ଦୁନିଆର୍ ଲକ୍, ମାତର୍ ମୁଇ ଏ ଦୁନିଆର୍ ଲକ୍ ନଇ ।
ଜିସୁ ସେମନର୍ ଲଗେ ଜାଇ କଇଲା, “ସରଗ୍ ଆରି ମଚ୍ପୁରର୍ ସବୁ ଅଦିକାର୍ ମକେ ଦିଆଅଇଲା ଆଚେ ।
ସେମନ୍ ଆମର୍ ଡାକ୍ପୁଟା ଜିଉଦି ଆନିଦାଦିମନର୍ ନାତିତିତିମନ୍ । ଆରି ମୁନୁସ୍ ରୁପ୍ ଦାରି କିରିସ୍ଟ ତାକର୍ କୁଟୁମେଅନି ଜନମ୍ ଅଇଲା । ସବୁର୍ଟାନେଅନି ବେସି ବପୁର୍ ପରମେସର୍ ଜୁଗେ ଜୁଗେ ଡାକ୍ପୁଟା ପାଅ, ଆମେନ୍ ।
ପର୍ମେସରର୍ କାଦି ଅଇଲାନି ଗଟେକ୍ ଲକ୍ ଜେ କି ନ ସାର୍ବା ଜିବନ୍ ଦେବାକେ ସର୍ଗେଅନି ଦୁନିଆଇ ଆସିରଇଲା” ବଲି କଇଲା ।
ସେମନ୍ ଏ ଜଗତର୍ ଲକ୍ । ଆରି ଏ ଜଗତର୍ ଲକ୍ମନ୍ ତାକର୍ କାତା ସୁନ୍ବାଇ । କାଇକେବଇଲେ ସେମନର୍ ସିକିଆ ଆରି ଏ ଜଗତର୍ ଲକ୍ମନର୍ ସିକିଆ ସମାନ୍ଆଚେ ।
ମୁଇସେ ସର୍ଗେଅନି ଆଇଲା ଜିବନ୍ ଦେବା କାଦି । ଏ କାଦି କାଇଲା ଲକ୍ମନ୍ ସବୁ ଦିନର୍ ପାଇ ବଁଚି ରଇବାଇ । ଏ କାଦି ଅଇଲାନି ମର୍ ଗାଗଡ୍ । ଏ ଦୁନିଆର୍ ଲକ୍ମନ୍ କାଲ୍କାଲ୍ ଜୁଗ୍ଜୁଗ୍ ବଁଚି ରଇବାକେ ମର୍ଗାଗଡ୍ ଦେବି ବଲି କଇଲା ।
ତାର୍ ବସ୍ତରେ, ଜଙ୍ଗେ, ଏ ନାଉଁ ଲେକାଅଇରଇଲା । “ସବୁରାଜାମନର୍ ଉପ୍ରେ ରଇବା ରାଜା, ସବୁ ମାପ୍ରୁମନର୍ ଉପ୍ରେ ରଇବା ମାପ୍ରୁ ।”
ସେ ସର୍ଗେ ବାଉଡି ଜାଇ ପର୍ମେସରର୍ ଉଜାବାଟେ ଆଚେ । ସର୍ଗେ ରଇବା ସବୁ ଦୁତ୍, ଅଦିକାର୍ ଆରି ବପୁ ଉପ୍ରେ ସେ ସାସନ୍ କଲାନି ।
ସେ ମର୍ ପଚେ ଆଇଲାନି । ଆରି ତାର୍ ଗତିଦାଙ୍ଗ୍ଡା ଅଇ ତାର୍ ପାଣ୍ଡଇର୍ ପିତା ବେଟ୍ବାର୍ ମିସା ମର୍ ଅଦିକାର୍ ନାଇ ।”
ଇସ୍ରାଏଲିଅ ମନର୍ ଲଗେ ପର୍ମେସର୍ ଜନ୍ କବର୍ ପାଟାଇରଇଲା, ସେଟା ତୁଇ ଜାନିଆଚୁସ୍ । ଜିସୁ କିରିସ୍ଟ ଜେ କି ସବୁର୍ ମାପ୍ରୁ, ସେ କରିରଇବା କାମେଅନି ସବୁଲକ୍ମନ୍ ସାନ୍ତିସଙ୍ଗ୍ ମିସ୍ବାଇ, ବଲି ପର୍ମେସର୍ ଆମ୍କେ ଜାନାଇଲାଆଚେ ।
ପର୍ମେସରର୍ ପର୍ତୁମ୍ ରାଜିନାମାତେଇ, ତାକେ କେନ୍ତାରି ଉପାସନା କର୍ବାର୍ ଆଚେ ବଲି ନିୟମ୍ ରଇଲା । ତାକେ ଏ ଜଗତେ ଉପାସନା କର୍ବାକେ ଗଟେକ୍ ତୁମ୍ ଉଟାଇରଇଲା ।
ଏ ଲକର୍ ବିସଇ ମୁଇ ଆଗ୍ତୁ ଏନ୍ତି କଇରଇଲି, ମୁଇ ଆଇଲା ପଚେ ଜନ୍ ଲକ୍ ଆଇଲାନି ସେ ମର୍ତେଇଅନି ବେସି ବଡ୍ଲକ୍ ଆରି ମୁଇ ଜନମ୍ ଅଇଲା ବେସି ଆଗ୍ତୁଅନି ଆଚେ ।
ଡୁବନ୍ ଦେଉ ଜଅନ୍ ଜିସୁର୍ ବିସଇ ଲକ୍ମନ୍କେ ଆକ୍ମାରି କରି ଏନ୍ତାରି କଇଲା, “ଏ ଲକର୍ ବିସଇ ମୁଇ ଏନ୍ତି କଇରଇଲି, ଜେ ମର୍ପଚେ ଆଇଲାନି, ସେ ମର୍ତେଇଅନି ବେସି ମୁକିଅ, କାଇକେବଇଲେ ମୁଇ ଜନମ୍ ଅଇବା ଆଗ୍ତୁଅନି ସେ ଆଚେ ।”
ସେ ମଆନ୍ ଅଇତେ ଜାଅ ଆରି ମୁଇ ସାନ୍ ଅଇତେ ଜିବି ।”