13 ସେମନ୍ ମରିୟମ୍କେ ପାଚାର୍ଲାଇ, “ତୁଇ କାଇକେ ମା କାନ୍ଦ୍ଲୁସ୍ନି ?” ମରିୟମ୍ କଇଲା, “ ସେମନ୍ ମର୍ ମାପ୍ରୁର୍ ଗାଗଡ୍ କେନେକି ଦାରିଗାଲାଇ ଆଚତ୍ । ଆରି ସେମନ୍ ତାକେ କନ୍ତି ସଙ୍ଗଇଲାଇ ଆଚତ୍ ସେଟା ମୁଇ ନାଜାନି ।”
ଜିସୁ ତାକେ ପାଚାର୍ଲା “ଏ ମାଆ ତୁଇ କାଇକେ କାନ୍ଦ୍ଲୁସ୍ନି ? ତୁଇ କାକେ କଜ୍ଲୁସ୍ନି ?” ମରିୟମ୍ ଏ ଲକ୍ ବାଡର୍ କାମ୍ କରୁ ମାଲି ବଲି ବାବିକରି ତାକେ କଇଲା, “ଏ ଆଗିଆଁ, ତୁଇ କାଇ ଜିସୁର୍ ଗାଗଡ୍ ନେଇ ଆଚୁସ୍ କି ? ତାକେ ତୁଇ କନ୍ତି ସଙ୍ଗଇ ଆଚୁସ୍ ? ମକେ କଇଦେ, ମୁଇ ଜାଇକରି ତାକେ ଦାରିଜିବି ।”
ଜିସୁ ତାକେ କଇଲା, “ଏ ମାଆ, ମର୍ଟାନେ ତର୍ କାଇଟା ଆଚେ ? ତୁଇ ମକେ କାଇଟା ମିସା କର୍ବାକେ କଅ ନାଇ । ମର୍ ବେଲା ଏବେ ଜାକ ଆସେ ନାଇତା ।”
ମାତର୍ ପାଉଲ୍ କଇଲା, “ତମେ ଏଟା କାଇଟା କଲାସ୍ନି, କାଇକେ ଏନ୍ତି କାନ୍ଦାବୁବା ଅଇ ମର୍ ମନ୍ କିଲ୍ବିଲ୍ କଲାସ୍ନି ? ଜିରୁସାଲାମ୍ ଅବ୍କା ବାନ୍ଦାଇ ଅଇବାକେସେ ନାଇ, ମାତର୍ ମୁଇ ମାପ୍ରୁ ଜିସୁର୍ ପାଇ ମର୍ବାକେ ମିସା ରାଜି ଆଚି ।”
ସେଟାର୍ପାଇ ସେ ପାଲାଇ କରି ସିମନ୍ ପିତର୍ ଆରି ଜିସୁ ଜନ୍ ସିସ୍କେ ବେସି ଆଲାଦ୍ କର୍ତେ ରଇଲା, ସେମନ୍କେ ଆସି କଇଲା, “ସେମନ୍ ମାପ୍ରୁକେ, ସଙ୍ଗଇଲା ଜାଗାଇଅନି ଦାରିଗାଲାଇ ଆଚତ୍ । ଆରି ତାକେ କନ୍ ଜାଗାଇ ସଙ୍ଗଇଲାଇ ଆଚତ୍ ସେଟା ଆମେ ନାଜାନୁ ।”
ଜିସୁ ବେସି ଆଲାଦ୍ କର୍ବା ଗଟେକ୍ ସିସ୍ ତାର୍ ମାଆର୍ ଲଗେ ଟିଆ ଅଇରଇଲାଟା ଦେକି ଜିସୁ ତାର୍ ମାକେ କଇଲା, “ଏଦେ ଦେକା ! ତର୍ ପଅ !”
ସେଡିକିବେଲେ ଜିସୁ ସେମନ୍କେ କଇଲା, “ତମେ ଇଣ୍ଡି ଇଣ୍ଡି କାର୍ ବିସଇନେଇକରି ଏତେକ୍ କାତା ଅଇଲାସ୍ନି ?” ସେବେଲାଇ ସେମନ୍ ମନ୍ଦୁକ୍କରି ମୁଁ ସୁକାଇ ଟିଆଅଇଲାଇ ।