7 ଜିଉଦି ନେତାମନ୍ ତାକେ କଇଲାଇ, “ଆମର୍ ଗଟେକ୍ ନିୟମ୍ ଆଚେ । ସେ ନିୟମ୍ ଇସାବେ ଏ ମର୍ବାର୍ ଆଚେ ଆକା । କାଇକେ ବଇଲେ ସେ ନିଜେ ମୁଇ ପର୍ମେସରର୍ ପିଲା ବଲି ଦାବି କଲାଆଚେ ।”
ଜିସୁ ଏନ୍ତି କଇରଇଲାଜେ ଜିଉଦି ନେତାମନ୍ ତାକେ ମରାଇବାକେ ଅଦିକ୍ ଚେସ୍ଟା କଲାଇ । କାଇକେ ବଇଲେ ଜିସୁ ବିସ୍ରାମ୍ ବାରର୍ ନିୟମ୍ ମାନେ ନାଇ ବଲି ନାଇ, ମାତର୍ ସେ ପର୍ମେସର୍କେ ମର୍ ବାବା ବଲି କଇ, ନିଜ୍କେ ପର୍ମେସର୍ ସଙ୍ଗ୍ ସମାନ୍ କରି ରଇଲା ।
ମାତର୍ ସେ ପୁରାପୁରୁନ୍ ସୁକଲ୍ ରଇଲା, ଆରି ପର୍ମେସରର୍ ବଡ୍ ବପୁସଙ୍ଗ୍ ତାକେ ମଲାଟାନେଅନି ଉଟାଇଲା । ମଲାଟାନେଅନି ଉଟ୍ଲାର୍ପାଇ ସେ ପରମେସରର୍ ପଅ ବଲି ଦେକାଇଲା ।
ତେଇ ଜିସୁର୍ କୁର୍ସ ମୁଆଟେ ଟିଆଅଇରଇଲା ସଏଟା ସନିଅମନର୍ ମୁକିଅ, ଜିସୁ ସାରାସାରି ଆଉଲି ଅଇଲାଟା ଆରି ସେ କେନ୍ତି ଅଇକରି ମଲା, ଦେକିକରି କଇଲା, “ସତଇସେ ଏ ପର୍ମେସରର୍ ପିଲା ରଇଲା ।”
ତେଇ ପିଲାତ୍ ଏ କାତା ସୁନିକରି ଅଦିକ୍ ଡରିଗାଲା ।
ସେମନ୍ କଇଲାଇ, “ଏ ଲକ୍ ଆମର୍ ନିୟମ୍ ବିରଦେ ପରମେସର୍କେ ପାର୍ତନା କର୍ବାକେ ଲକ୍ମନ୍କେ ସୁତ୍ରାଇଲାନି ।”