14 ମୁଇ ତମ୍କେ ଜନ୍ ଆଦେସ୍ ଦେଇଆଚି, ସେଟା ମାନ୍ସା ବଇଲେ ତମେ ମର୍ ମଇତର୍ମନ୍ ।
ଜେ ସର୍ଗେ ରଇବା ମର୍ ବାବାର୍ ମନ୍ କଲା ଇସାବେ କାମ୍ କର୍ସି, ସେମନ୍ ଆକା ମର୍ ବାଇ, ବଇନି ଆରି ଆୟା ଅଇବାଇ ।”
ଆମେ ଜଦି ସତଇସେ ପର୍ମେସର୍କେ ଆଲାଦ୍ କଲେ, ତାର୍ ଆଦେସ୍ ସବୁ ମାନ୍ବୁ । ସେ ଆମ୍କେ ତିଆର୍ଲା ବିସଇ ମାନ୍ବାକେ ଆମ୍କେ ଆବଡ୍ ନ ଲାଗେ ।
ଏଟାର୍ ଲାଗି ଦରମ୍ ସାସ୍ତରର୍ ଏ ବାକିଅ ପୁରାପୁରୁନ୍ ଅଇଲା । ଅବ୍ରାଆମ୍ ପର୍ମେସର୍କେ ବିସ୍ବାସ୍ କଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲି ଏଜାଇଅଇଲା । ଆରି ଲକ୍ମନ୍ ତାକେ ପର୍ମେସରର୍ ମଇତର୍ ବଲି ଡାକିରଇଲାଇ ।
“ଜେ ମର୍ ଆଦେସ୍ ମାନ୍ସି, ସେ ଆକା ମକେ ଆଲାଦ୍ କର୍ସି । ଜେ ମକେ ଆଲାଦ୍ କର୍ସି, ମର୍ ବାବା ତାକେ ଆଲାଦ୍ କର୍ସି । ମୁଇ ମିସା ତାକେ ଆଲାଦ୍ କରି ନିଜ୍କେ ତାର୍ଟାନେ ଦେକାଇଅଇବି ।”
ତମେ ଜଦି ମକେ ଆଲାଦ୍ କର୍ସା, ମର୍ ଆଦେସ୍ ମିସା ମାନ୍ସା ।
“ମାତର୍ ତମେ ମର୍ ମଇତର୍, ତମ୍କେ ମୁଇ କଇଲିନି, ଜନ୍ ଲକ୍ମନ୍ ଗାଗଡ୍କେ ମରାଇବାଇ, ମାତର୍ ତାର୍ପଚେ ତମର୍ ଆତ୍ମାକେ କାଇଟା କରିନାପାରତ୍, ସେମନ୍କେ ଡରାନାଇ ।
ଜଦି ତମେ ଏ ସବୁ ବିସଇ ଜାନିଆଚାସ୍, ଆରି ସେ ଇସାବେ କର୍ସା ବଇଲେ ବେସି ସାର୍ଦା ଅଇସା ।
ଜିସୁର୍ ମା ବାଣ୍ଡାର୍ଗରିଆମନ୍କେ କଇଲା, “ଜିସୁ ତମ୍କେ ଜାଇଟା କଇସି ସେଟା କରା ।”
ମୁଇ ଜାଇଟା କଇରଇଲି, ସେଟା ସୁନିଆଚାସ୍ । ମୁଇ ଗାଲିନି ମାତର୍ ଆରି ତରେକ୍ ବାଉଡି ଆଇବି । ମକେ ଜଦି ଆଲାଦ୍ କର୍ତାସ୍ ବଇଲେ, ମୁଇ ବାବାର୍ ଲଗେ ଗାଲିନି ବଲି ସୁନି ସାର୍ଦା ଅଇତାସ୍, କାଇକେ ବଇଲେ ମର୍ ବାବା ମର୍ତେଇଅନି ବଡ୍ ।