25 ସେଟାର୍ ପାଇ ଜଅନ୍ ଜିସୁର୍ ଉପ୍ରେ ଆଉଜି ଅଇକରି ପାଚାର୍ଲା, “ଏ ମାପ୍ରୁ, ସେ ଲକ୍ କେ ?”
ପିତର୍ ପାସ୍ଲିକରି ଜିସୁର୍ ଆଲାଦର୍ ବିନ୍ ସିସ୍କେ ଦେକ୍ଲା । ଜାକେ କି ଜିସୁ ବେସି ଆଲାଦ୍ କର୍ତେରଇଲା । ଜନ୍ ସିସ୍ କି ରାତିଆ କାଇଲାବେଲେ ଜିସୁର୍ ବୁକେ ଆଉଜି ଅଇକରି ପାଚାରିରଇଲା । “ମାପ୍ରୁ କେ ତମ୍କେ ବିସ୍ବାସେ ବିସ୍ ଦେଲାପାରା ସତ୍ରୁମନ୍କେ ସର୍ପି ଦେଇସି ?”
ସିମନ୍ ପିତର୍ ଜଅନ୍କେ ସଗିଆ କରି କଇଲା, “ସେ କାର୍ ବିସଇ ନେଇକରି କଇଲାନି, ତାକେ ପାଚାର୍ ।”