6 ଇସ୍କାରିୟତ୍ ଜିଉଦା ଗରିବ୍ ଲକ୍ମନର୍ପାଇ ଚିନ୍ତା କର୍ତେରଇଲାଜେ ଏନ୍ତି କଇଲା ବଲି ନାଇ, ମାତର୍ ସେ ଗଟେକ୍ ଚର୍ । ତାର୍ ଦାଇତେ ରଇଲା ଟାଙ୍ଗାମୁନା ଟାନେଅନି ସେ ନିଜର୍ ପାଇ କେତେକ୍ କେତେକ୍ ଲୁଚାଇ ନେଇତେରଇଲା ।
ଇସ୍କାରିୟତ୍ ଜିଉଦାର୍ ଲଗେ ଡାବୁ ପେଡି ରଇଲାଜେ କେତେଟା ସିସ୍ମନ୍ ପାଚାର୍ଲାଇ, “ପରବ୍ ପାଇ କାଇକାଇଟା ଦର୍କାର୍ ଆଚେ, ସେଟାର୍ପାଇ ନଇଲେ ଗରିବ୍ ଲକ୍ମନ୍କେ ଦାନ୍ଦେବାକେ ଜିସୁ ତାକେ କଇଲାଆଚେ ।”
ମାତର୍ ତମେ ଅର୍କିତ୍ ଲକ୍ମନ୍କେ ସନ୍ମାନ୍ ଦିଆସ୍ ନାଇ । ସାଉକାର୍ ଲକ୍ମନ୍ସେ ତମ୍କେ କସ୍ଟ ଦେଲାଇନି । ସେମନ୍ସେ ତମ୍କେ ବିଚାର୍ନା ଜାଗାଇ ଜିକି ନେଲାଇନି ।
ଜଦି ସବାଇ ଗଟେକ୍ ଲକ୍ ସୁନାର୍ ମୁନ୍ଦି ଆରି ଜକ୍ମକି ଜାଇତେରଇବା ବସ୍ତର୍ ପିନ୍ଦିକରି ତମର୍ଲଗେ ଆଇସି, ଆରି ଗଟେକ୍ ଲକ୍ ମୁର୍କି ରଇ ଚିର୍ବୁର୍ଅଇରଇବା ବସ୍ତର୍ ପିନ୍ଦିକରି ଆଇସି ।
ସବୁ ରକାମର୍ କାରାପ୍ କାମେଅନି ଦୁରିକେ ରୁଆ ।
ସେମନ୍ ଆମ୍କେ ସେମନର୍ ଦଲେ ଅବାବେ ରଇଲା ଲକ୍ମନ୍କେ ଏତାଇତେରୁଆ ବଲି ଅବ୍କା ଏତ୍କି ଗୁଆରି କରିରଇଲାଇ । ସେ ବିସଇ କର୍ବାକେସେ ମର୍ ମନ୍ ରଇଲା ।
ଚର୍ନା ଅଇଲାନି, କି ଦନ୍ ଲବ୍ରା ଅଇଲାନି, ମାତୁଆଲ୍ କି ନିନ୍ଦା କର୍ବାଲକ୍ ଅଇଲାନି କି ଅଲ୍ଗା ଲକର୍ ଜିନିସ୍ ଚରାଇବା ଲକ୍ ଅଇଲାନି, ଏମନ୍ ପର୍ମେସରର୍ ରାଇଜେ ଜାଇ ନାପାରତ୍ ।
ଜେ ବୁତି ମିଲବଲି ମେଣ୍ଡା ଚାରାଇସି, ସେ ମେଣ୍ଡାମନ୍କେ ଚାଡି ଉଟିଜାଇସି । କାଇକେବଇଲେ ସେ ମେଣ୍ଡାମନର୍ ପାଇ ଚିନ୍ତା ନ କରେ ।
ଜିସୁ ସେମନ୍କେ କଇଲା, “ଦରମ୍ ସାସ୍ତରେ ଲେକା ଆଚେ, ମର୍ ମନ୍ଦିର୍ ପାର୍ତନା ଗର୍ ବଲି ନାଉଁ ଅଇସି । ମାତର୍ ତମେ ତାକେ ଚର୍ମନର୍ ଆକାଡା ସାଲ୍ ପାରା କରିଆଚାସ୍ ।”
ଏରଦ୍ ରାଜାର୍ ଗୁମସ୍ତା କୁଜାର୍ ମାଇଜି ଜଆନା, ସସନା, ଆରି କେତେକ୍ କେତେକ୍ ମାଇଜିମନ୍, ଜିସୁର୍ ସଙ୍ଗ୍ ରଇ ନିଜର୍ ନିଜର୍ ଦନ୍ ସାରାଇ ତାକେ ସେବା କର୍ତେରଇଲାଇ ।
“ଏ ବାସ୍ନା ଚିକନ୍ ତିନ୍ ସଅ ରୁପା ଟାଙ୍ଗାକେ ବିକିକରି ସେ ଡାବୁ ଗରିବ୍ ଲକ୍ମନ୍କେ ଦେଲେ ନଇତା କି ?”