7 ତାର୍ ପଚେ ସେ ସିସ୍ମନ୍କେ କଇଲା, “ଆସା, ଆମେ ଆରିତରେକ୍ ଜିଉଦା ଦେସେ ବାଉଡି ଜୁ ।”
କେତେ ଦିନ୍ ପଚେ ପାଉଲ୍ ବର୍ନବାକେ କଇଲା, “ଜୁ, ଆମେ ବାଉଡି ଜୁ, ସବୁ ଗଡ୍ମନ୍କେ, ଆମର୍ ଜନ୍ ବାଇମନ୍କେ ମାପ୍ରୁର୍ ବାକିଅ ଜାନାଇ ରଇଲୁ, ସେମନ୍କେ ବେଟ୍ ଅଉଁ ଆରି ସେମନ୍ ବିସ୍ବାସେ କେନ୍ତି ଆଚତ୍ ବୁଜି ଦେକୁ ।”
ପଚେ ଜେଡେବେଲେ ଜିସୁର୍ ସର୍ଗେ ଜିବାର୍ ବେଲା କେଟିଆଇତେରଇଲା, ସେଡେବେଲେ ସେ ଜିରୁସାଲାମ୍ ଜିବାକେ ମନ୍କଲା ।
ଏରଦ୍ ରାଜାର୍ ସାସନ୍ ବେଲେ, ଜିଉଦା ରାଇଜର୍ ବେତ୍ଲିଇମେ ଜିସୁ ଜନମ୍ ଅଇଲା । ଜନମ୍ ଅଇ ଚନେକ୍ ଜିବାକେ ପୁରୁବ୍ ଦେସର୍ କେତେଟା ତାରାର୍ ବିସଇ ପଡ୍ତେ ରଇବା ପଣ୍ଡିତ୍ମନ୍ ଜିରୁସାଲାମେ ଆସି ପାଚାର୍ଲାଇ,
ସେଟାର୍ପାଇ ଲାଜାର୍ ନିକ ନ ରଇବା କବର୍ ପାଇ ଜିସୁ ଜନ୍ ଜାଗାଇ ରଇଲା, ସେ ଜାଗାଇ ଆରି ଦୁଇଦିନ୍ ରଇଲା ।