27 ମାର୍ତା ଜିସୁକେ କଇଲା, “ଉଁ ମାପ୍ରୁ, ମୁଇ ବିସ୍ବାସ୍ କଲିନି । ତମେ ସେ ପର୍ମେସରର୍ ପ । ଜନ୍ ମସିଅ ଏ ଜଗତେ ଆଇବାର୍ ରଇଲା, ତମେ ସେ ଆକା ।”
ସିମନ୍ ପିତର୍ କଇଲା, “ତମେ କିରିସ୍ଟ, ମସିଅ, ଜିବନ୍ ରଇବା ପରମେସରର୍ ପିଲା ।”
ତମେତା ପର୍ମେସରର୍ ଟାନେଅନି ଆଇଲା ସୁକଲ୍ ଲକ୍ ବଲି, ଏବେ ଆମେ ବିସ୍ବାସ୍ କରି ଜାନ୍ଲୁ ।”
ଜିସୁ କଲା ଏ କାବାଅଇଜିବା କାମ୍ ଦେକିକରି ତେଇ ରଇଲା ଲକ୍ମନ୍ କଇଲାଇ “ଏ ଦୁନିଆଇ ପର୍ମେସରର୍ ଜନ୍ ବବିସତ୍ବକ୍ତା ଆଇବାର୍ ରଇଲା, ସତଇସେ ଏ ଆକା ।”
ଜେ କି ଜିସୁକେ ମସିଅ ବଲି ବିସ୍ବାସ୍ କର୍ସି, ସେ ପର୍ମେସରର୍ ପିଲା । ଆରି ଜେ କି ବାବାକେ ଆଲାଦ୍ କର୍ସି, ସେ ତାର୍ ପିଲାକେ ମିସା ଆଲାଦ୍ କର୍ସି ।
ଆମେ ଏଟା ମିସା ଜାନିଆଚୁ ଜେ, ତାର୍ ପଅ ଏ ଜଗତେ ଆଇଲା ଆରି ଆମ୍କେ ସତ୍ ପର୍ମେସର୍କେ ଜାନାଇଲା । ଏ ସତ୍ ପର୍ମେସରର୍ ସଙ୍ଗ୍ ଆମେ ମିସିକରିଆଚୁ । କାଇକେବଇଲେ ତାର୍ ପଅ ଜିସୁକିରିସ୍ଟର୍ ସଙ୍ଗ୍ ଆମେ ମିସିଆଚୁ । ସେ ସେ ସତ୍ ପର୍ମେସର୍ ଆରି ସେ ସେ ଲକ୍ମନ୍କେ ନ ସାର୍ବା ଜିବନ୍ ଦେଇସି ।
ସେମନ୍ ଜାଉ ଜାଉ ଗଟେକ୍ ବନ୍ଦ୍ ଲଗେ କେଟ୍ଲାଇ । ସେ ବାଣ୍ଡାର୍ଗରିଆ କଇଲା,
ଲକ୍ମନ୍ ସେ ମାଇଜିକେ କଇଲାଇ, “ତୁଇ କଇଲାକେ ଆମେ ବିସ୍ବାସ୍ କରୁନାଇ, ଆମେ ନିଜେ ତାର୍ କାତା ସୁନି କରି ଏ ଆକା ଦୁନିଆର୍ ରକିଆକରୁ ବଲି ବିସ୍ବାସ୍ କଲୁ ।”
ତାର୍ ପଚେ ନିତନିଏଲ୍ ଜିସୁକେ କଇଲା, “ଏ ଗୁରୁ, ତମେ ପର୍ମେସରର୍ ପିଲା ଆରି ଇସ୍ରାଏଲର୍ ରାଜା !”
କାଇକେବଇଲେ, ଆଜିସେ ଦାଉଦ୍ ରାଜାର୍ ଜନମ୍ ନଅରେ ତମର୍ପାଇ ଗଟେକ୍ ଉଦାର୍କାରିଆ ଜନମ୍କଲା ଆଚେ, ସେ କିରିସ୍ଟ ମାପ୍ରୁ ।
ସେମନ୍ ଜାଇ ଜିସୁକେ ପାଚାର୍ଲାଇ, “ଜନ୍ ଲକ୍ ଆଇସି ବଲି ଜଅନ୍ କଇରଇଲା, ସେ ଲକ୍ ତମେ କି ? ନଇଲେ, ଆମେ ଆରି ବିନ୍ ଲକ୍କେ ଜାଗ୍ବୁ କି ?”
ସେ ମସିଅ ବଲି କାକେ ନ କଇବାକେ, ସିସ୍ମନ୍କେ ଡାଟ୍କଲା ।
“ଇତି ପାନି ଆଚେ, କାଇ ଅସୁବିଦା ନ ରଇଲେ ମକେ ଡୁବନ୍ ଦିଆ ।”