1 ବେତ୍ନିଆ ଗଡେ ଲାଜାର୍ ନାଉଁର୍ ଗଟେକ୍ ଲକ୍କେ ଜର୍ ଅଇରଇଲା । ମରିୟମ୍ ଆରି ତାର୍ ବଇନି ମାର୍ତା ସେ ଗାଏଁ ରଇଲାଇ ।
ଜିସୁ ଲାଜାର୍କେ ମଲାଟାନେଅନି ଉଟାଇକରି ସମାଦିଅନି ବାରଇବାକେ କଇଲାବେଲେ ଜନ୍ ଲକ୍ମନ୍ ଜିସୁର୍ ସଙ୍ଗ୍ ରଇଲାଇ, ସେମନ୍ ସେ ଗଟ୍ନା ବିସଇର୍ ସାକି ଦେବାର୍ ଦାର୍ଲାଇ ।
ଏତ୍କିବିତ୍ରେ ଜିସୁ ବେତ୍ନିଆଇ ଆଚେ ବଲି ଜାନିକରି ବେସି ଜିଉଦି ଲକ୍ମନ୍ ଆଇଲାଇ । ଅବ୍କା ଜିସୁକେ ସେ ଦେକ୍ବାକେ ନାଇ, ମାତର୍ ଜନ୍ ଲାଜାର୍କେ ଜିସୁ ମଲାଟାନେଅନି ଉଟାଇରଇଲା ତାକେ ମିସା ଦେକ୍ବାର୍ ଆସିରଇଲାଇ ।
ଜିସୁ ଏ ସବୁ କାତା କଇଲା ପଚେ, ସିସ୍ମନ୍କେ କଇଲା, “ଆମର୍ ସବୁଲକର୍ ମଇତର୍ ଲାଜାର୍ ଏବେ ସଇଆଚେ, ତାକେ ମୁଇ ଉଟାଇବାର୍ ଗାଲିନି ।”
ଏ କାତା କଇକରି ଜିସୁ ସେମନ୍କେ ଚାଡି ଜିରୁସାଲମେଅନି ବେତ୍ନିଆଇ ଗାଲା । ସେ ତେଇ ଗଟେକ୍ ରାତି ବିତାଇଲା ।
ତାର୍ ଲକ୍ବାକ୍ମନ୍ ଟାବିତାର୍ ମଲାମଡ୍ ପାନିଦୁଆଇଲାଇ ଆରି ଲୁଗା ସଙ୍ଗ୍ ଗୁଡିଆଇ ଉପର୍ ତାଲାର୍ ବାକ୍ରାଇ ସୁଆଇଦେଲାଇ ।
ସେଟାର୍ପାଇ ତାର୍ ବଇନିମନ୍ ଜିସୁର୍ ଲଗେ କବର୍ ପାଟାଇଲାଇ, “ମାପ୍ରୁ ତମେ ଜାକେ ଆଲାଦ୍ କଲାସ୍ନି, ସେ ବେସି ଜର୍ ଅଇଲାଆଚେ ।”
ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ଲଗାଲଗି ଅଇକରି ଜିତ୍ ନାଉଁର୍ ଡଙ୍ଗର୍ଲଗେ ରଇଲା ବେତ୍ପାଗି ଆରି ବେତ୍ନିଆ ନାଉଁର୍ ଗାଏଁ କେଟ୍ଲାଇ । ଜିସୁ ସିସ୍ମନର୍ ବିତ୍ରେଅନି ଦୁଇଲକ୍କେ ଡାକିକରି ସେମନ୍କେ କଇଲା,
ଜିରୁସାଲାମ୍ ଅନି ବେତ୍ନିଆ ତିନ୍ କିଲମିଟର୍ ତେଇଅନି ଉନାର୍ ବାଟ୍ ।
ଆରି ଜିଉଦିମନର୍ ତେଇଅନି କେତେକ୍ କେତେକ୍ ଲକ୍ମନ୍ ମାର୍ତା ଆରି ମରିୟମ୍ ଲଗେ ତାର୍ ମରିଜାଇରଇବା ବାଇର୍ ବିସଇ ସାଁତାଇବାକେ ଆସିରଇଲାଇ ।