ଜଅନ୍ 1:51 - ସତିଅର୍ ବାଟ୍ ନୁଆ ନିୟମ୍ 202051 ଜିସୁ ଆରି ତରେକ୍ କଇଲା, “ମୁଇ ତକେ ସତ୍କାତା କଇଲିନି, ସରଗ୍ ଉଗାଡି ଅଇଜାଇ ନର୍ପିଲା ମର୍ ଉପ୍ରେ, ପର୍ମେସରର୍ ଦୁତ୍ମନ୍ ଚଗି ଜିବାଟା ଆରି ଉତ୍ରି ଆଇବାଟା ତମେ ଦେକ୍ସା ।” Gade chapit la |
ଆମର୍ ବିସ୍ବାସ୍ଟାନେ କେ ନାଜାନ୍ଲା ପାରା ବିସଇ ଲୁଚିକରି ଆଚେ । ସେନ୍ତାରି ନଏଁ ବଲି କେ କଇନାପାରତ୍ । “ ଜିସୁକିରିସ୍ଟ ନର୍ ରୁପ୍ ଦାରି ଆଇଲା । ସେ ନିଜେ ପର୍ମେସରର୍ ପଅ ବଲି ସୁକଲ୍ ଆତ୍ମା କାତାଦେଲା ଆଚେ । ଦୁତ୍ମନ୍ ତାକେ ଦେକ୍ଲାଇ । ତାର୍ ବିସଇର୍ ସତ୍ କବର୍ ଗୁଲାଇ ରାଇଜେ ଜାନାଇଲାଇ । ସବୁ ଜାଗାର୍ କେତେକ୍ କେତକ୍ ଲକ୍ମନ୍ ତାକେ ବିସ୍ବାସ୍ କଲାଇ । ପର୍ମେସର୍ ତାକେ ସର୍ଗେ ନେଲା ।”