ଜାକୁବ 5:3 - ସତିଅର୍ ବାଟ୍ ନୁଆ ନିୟମ୍ 20203 ତମର୍ ସୁନାରୁପା ଚିଲମ୍ ଦାର୍ଲାନି ଆରି ଏ ଚିଲମ୍ ଦାର୍ଲାଟାକେ ନେଇକରି ପର୍ମେସର୍ ତମ୍କେ ଦସି କର୍ସି । ଆରି ଜଇଟାନେ ପଡ୍ଲେ ଜେନ୍ତି ଗାଗଡ୍ ନସ୍ସି, ସେନ୍ତି ତମର୍ ଗାଗଡ୍ ସେ କୁରୁପ୍ନାସ୍ କର୍ସି । ଏ ଜୁଗ୍ ସାର୍ବାକେ ଜାଇତେରଇଲେ ମିସା ତମେ ସବୁଲକ୍ ଦନ୍ସଁପତି ଟୁଲିଆଇଲାସ୍ନି । Gade chapit la |
ମାତର୍ ଜେ ମର୍ସଙ୍ଗ୍ ଆଇବାକେ ଡର୍ବାଇ, ଆରି ବିସ୍ବାସ୍ ନ କରତ୍, ଜାର୍ ଚଲାଚଲ୍ତି କାରାପ୍, ଜେ କି ନର୍ମାରୁମନ୍ ଆଚତ୍, ଜନ୍ ଲକ୍ମନ୍ କାରାପ୍ ରିତିନିତି ଅବିଆସ୍ କର୍ବାଇ, ଜନ୍ଲକ୍ମନ୍ ମଁତର୍ ଜଁତର୍ କର୍ବାଇ ଆରି ଜନ୍ ଲକ୍ମନ୍ ମିଚ୍ ଦେବ୍ତାମନ୍କେ ଜୁଆର୍ କର୍ବାଇ, ଆରି ଜେତ୍କି ସବୁ ମିଚୁଆମନ୍ ରଇବାଇ, ତାକର୍ ସେସର୍ ବେଲା ଏନ୍ତାରି ଅଇସି । ସେମନ୍କେ ଲାଗ୍ତେରଇବା ଗନ୍ଦ୍ଟାନେ ପିଙ୍ଗା ଅଇସି । ସେଟା ଅଇଲାନି ପଚର୍ ମରନ୍ ।