ଜାକୁବ 5:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 ମର୍ ବାଇବଇନିମନ୍, ଜନ୍ ବବିସତ୍ବକ୍ତାମନ୍ ମାପ୍ରୁର୍ ନାଉଁ ଦାରି କାତାଦେଇ ରଇଲାଇ, ସେମନ୍କେ ଏତାଆ । ଦୁକ୍କସ୍ଟ ଆଇଲାବେଲେ । ସେମନ୍ ମୁର୍ଚିକରି ରଇଲାଇ । ତମେମିସା ସେନ୍ତାରି ଅଇକରି ମନେ ଏତାଆ । Gade chapit la |
ଜିସୁ କଇଲା, “ଏ ଜିରୁସାଲମର୍ ଲକ୍ମନ୍ ! ପର୍ମେସର୍ ତମର୍ଟାନେ ଜେତ୍କି ପାଟାଇରଇଲା ବବିସତ୍ବକ୍ତାମନ୍କେ ମାରି ମରାଇଲାସ୍ ! ଆରି ପେରିତ୍ମନ୍କେ ତର୍କେ ତର୍ ପାକ୍ନା ମାରି ମରାଇଲାସ୍ । ତେବେ ତମର୍ପାଇ ମର୍ ଲଗେ ଗଟେକ୍ କାତା ଆଚେ । ମାଇ କୁକୁଡା ଜେନ୍ତି ତାର୍ ଟିଅଁମନ୍କେ ଡେନା ତଲେ ରୁଣ୍ଡାଇସି, ମୁଇ ସେନ୍ତି କେତେ ତର୍ ତମ୍କେ ରକିଆ କର୍ବାକେ ମନ୍ କଲି । ମାତର୍ ସେନ୍ତି କର୍ବାକେ ତମେ ନ ଦିଆସ୍ ।
ଏ ମର୍ ବାଇବଇନିମନ୍, ନିଜର୍ ନିଜର୍ ବିତ୍ରେ କୁଟ୍ କାତା କୁଆ ନାଇ । ଜଦି ବିସ୍ବାସି ବାଇମନର୍ ବିରୁଦେ କୁଟ୍ କାତା କଇ ତାକେ ଦସ୍ ଦେଇସା, ତମେ ପର୍ମେସରର୍ ନିୟମ୍ ବିରୁଦେ କାତା ଅଇଲାସ୍ନି । ଆରି ତାର୍ ନିୟମ୍କେ ବିଚାର୍ କଲାସ୍ନି । ପର୍ମେସରର୍ ନିୟମ୍ ବିଚାର୍ କଲେ, ତମେ ତାର୍ ଆଦେସ୍ ମାନାସ୍ ନାଇ । ମାତର୍ ବିଚାର୍କାରିଆ ଇସାବେ ରଇଲାସ୍ନି ।