15 ଅବ୍ରାଆମ୍ ତାର୍ କାତା ଦାରି ଜାଗିରଇଲାକେ, ପର୍ମେସର୍ ସପତ୍ କଲାଟା ସେ ମିଲାଇଲା ।
ସେନ୍ତାରି କଲେ ଅଲସ୍ ନଅଇ ବିସ୍ବାସ୍ ଆରି ମୁର୍ଚି ରଇବା ଲକ୍ ଅଇସା । ସେନ୍ତାରି ଲକ୍ ପର୍ମେସର୍ ଜନ୍ଟା ଦେବାକେ କାତା ଦେଇଆଚେ, ସେମନ୍ ସେଟା ପାଇବାଇ ।
ଏଟାର୍ପାଇ କିରିସ୍ଟସେ ନୁଆ ନିୟମ୍ ସାଦନ୍ କଲାଆଚେ । ଜେନ୍ତାରି କି, ଜେତ୍କି ଲକ୍ମନ୍କେ ପରମେସର୍ ଡାକିଆଚେ, ସେମନ୍ ପରମେସର୍ ସପତ୍ କରି କଇରଇବା ନ ସାର୍ବା ଆସିର୍ବାଦ୍ ପାଇବାଇ । କିରିସ୍ଟ ମଲାର୍ପାଇ ଆଗର୍ ରାଜିନାମାତେଇ କରିରଇବା ସବୁ ପାପେଅନି ସେମନ୍ ମୁକଲ୍ଲାଇ ।