14 ସେ ଅବ୍ରାଆମ୍କେ କଇଲା, “ମୁଇ ତମ୍କେ ବାଇଦରେ ଆସିର୍ବାଦ୍ କର୍ବି । ଆରି ତର୍ କୁଟୁମ୍ ଜବର୍ କର୍ବି ।”
ପରମେସରର୍ ଆସିର୍ବାଦ୍ ପାଇବାଟା ଜଦି ନିୟମ୍ ମାନ୍ବା ଉପ୍ରେ ଅଇସି ବଇଲେ, ତେବେ ସେଟା ଆରି ତାକର୍ ସପତର୍ ଲାଗି ଅଇଲାଟା ବଲି କଇ ନଏଁ । ସେଟାର୍ ପାଇ ପରମେସର୍ ଅବ୍ରାଆମ୍କେ ଅବ୍କା ତାର୍ ସପତ୍ ଇସାବେ ସେ ଆସିର୍ବାଦ୍ ଦେଇରଇଲା ।
ତମର୍ ବିରୁଦେ କେ କାରାପ୍ କାମ୍ କଲେ ତାକେ ବେର୍ଦାରି ରୁଆନାଇ । ନିନ୍ଦାକାତା କଇଲେ ଟଣ୍ଡ୍ ଲାଗାଆ ନାଇ । ତାର୍ ବାଦୁଲେ ପର୍ମେସର୍ ସେମନ୍କେ ଦୟା ଦେକାଇବାକେ ପାର୍ତନା କରା । କାଇକେବଇଲେ ସେ ତମ୍କେ ଡାକ୍ଲାବେଲେ ମୁଇ ତମ୍କେ ଆସିର୍ବାଦ୍ କର୍ବି । ବଲି କାତା ଦେଇରଇଲା ।